ଓଡ଼ିଶା ଗସ୍ତ ବାବଦରେ ଟୁଇଟ୍ କରି ସ୍ପଷ୍ଟ କଲେ ରାଜନାଥ ସିଂହ, ମାସ ଶେଷରେ ଆସିବେ ମୋଦୀ!
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଓଡ଼ିଶାରେ ନିଜର ପ୍ରଚାରକୁ ଜୋରଦାର କରିବା ସହ ଶାସକ ବିଜେଡିକୁ ଚ୍ୟାଲେଞ୍ଜ କରିବ ବୋଲି ଆଶା ରଖିଛି। ଦଳର ରାଷ୍ଟ୍ରୀୟ ନେତାମାନେ ଦ୍ରୁତ ଗତିରେ ରାଜ୍ୟ ଗସ୍ତରେ ଆସୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମିଶନ…