Latest Odisha News

BREAKING NEWS

ଲୋକସେବା ଭବନରେ ଜିଲ୍ଲାପାଳଙ୍କ ଆସର

ଭୁବନେଶ୍ବର: ଲୋକସେବା ଭବନରେ ଆରମ୍ଭ ହେଲା ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ବୈଠକ କରୁଛନ୍ତି ରାଜ୍ୟ ସରକାର। ଏଥିରେ ଶାସନ ଓ ପ୍ରଶାସନ ନେଇ ବିଭିନ୍ନ ବିଷୟରେ ଆଲୋଚନା ଚାଲିଛି । ତେବେ…

ପକେଟକୁ ସୁହାଇବ ତେଲ ଦର, ନିଆଯାଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ଅହେତୁକ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଦର। ଏହି ମୂଲ୍ୟକୁ ନେଇ ଦେଶର ସାଧାରଣ ଜନତା ଖୁସି ନୁହଁନ୍ତି । ଅପରପକ୍ଷରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ହେବ ବୋଲି ନିରନ୍ତର ଆଶା ରଖୁଛନ୍ତି ଗ୍ରାହକ। ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ପୂର୍ବ…

ରାଜ୍ୟ ସରକାରଙ୍କ ବଡ ଘୋଷଣା: ସରୋଗାସୀରେ ମିଳିବ ପିତାମାତାଙ୍କୁ ଛୁଟି

ଭୁବନେଶ୍ବର: ଏଣିକି ସରୋଗାସୀରେ ବି ମିଳିବ ପିତୃତ୍ୱ ଓ ମାତୃତ୍ୱ ଛୁଟି । ଏମିତି କିଛି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଯଦି କୌଣସି ଦମ୍ପତି ସରୋଗାସୀରେ ନିଜର ସନ୍ତାନ କରିବାକୁ ଚାହୁଁଛନ୍ତି, ଏଣିକି ସେମାନେ ବି ସନ୍ତାନ ଜନ୍ମ ହେବା ପରେ ୧୫ ଦିନ ଛୁଟି ନେଇପାରିବେ । ଏନେଇ ଅର୍ଥ…

ଚିକିଟି ମଦ ମୃତ୍ୟୁ: ‘୨ ମାସରେ ତଦନ୍ତ ଶେଷ କର’

ଗଞ୍ଜାମ: ଚିକିଟି ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ମାମଲାର ୨ ମାସ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ମାମଲାରେ ରାଜସ୍ବ ପର୍ଷଦ ସଦସ୍ୟ ତଥା ବୋର୍ଡ ଅଫ ରେଭନ୍ୟୁ ତଦନ୍ତ କରିବେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏଥିପାଇଁ ୪ଟି…

ସକାଳୁ ଛେଚୁଛି: ଆହୁରି ବର୍ଷା ନେଇ ୩ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଏବେ ରାଜ୍ୟରେ ଜାରି ରହିଛି ବର୍ଷାର ବିତ୍ପାତ । ଗତ ଦୁଇ ଦିନ ହେବ ବିନା ଫୁରସତରେ ବର୍ଷୁଛି । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ବର୍ତ୍ତମାନ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଲାଗିରହିଛି । ସେପଟେ ଆହୁରି ବର୍ଷିବା ନେଇ ଆଗାମୀ ୩ ଘଣ୍ଟା ପାଇଁ ପ୍ରବଳ ବର୍ଷା…

ପୁଣି ମଇଦାନକୁ ଓହ୍ଲାଇବ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ସୁରଟ: ଚାଲିଛି ଲିଜେଣ୍ଡସ୍ ଲିଗ କ୍ରିକେଟ। ଆଜି ପୁଣି ମଇଦାନକୁ ଓହ୍ଲାଇବ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା। ଲିଜେଣ୍ଡସ୍ ଲିଗ କ୍ରିକେଟରେ ପୁଣି ମଣିପାଲ ଟାଇଗର୍ସ ସହ ଲଢ଼େଇ କରିବ ଇରଫାନଙ୍କ କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଟିମ୍। ତେବେ ଏହି ଲିଗରେ ଗତ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା…

ବିଶ୍ବ ପର୍ଯ୍ୟଟନ ଦିବସ: ଜାଣନ୍ତୁ କାହିଁକି ସେପ୍ଟେମ୍ବର ୨୭ରେ ପାଳିତ ହୁଏ?

ଭୁବନେଶ୍ଵର: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ସମଗ୍ର ବିଶ୍ୱରେ ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାରରେ ପର୍ଯ୍ୟଟନର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମିଳିତ ଜାତିସଙ୍ଘର ସଂଗଠନ ଦ୍ବାରା ବିଶ୍ୱ ପର୍ଯ୍ୟଟନ ଦିବସର ଆୟୋଜନ ପ୍ରତିବର୍ଷ କରାଯାଇଥାଏ । ଦୁନିଆରେ ଏପରି ଅନେକ ସୁନ୍ଦର…

ନର୍ସିଂ କର୍ମଚାରୀ ସଂଘ ଦାବି ଉପରେ ବିଚାରବିମର୍ଶ ପାଇଁ ଗଠିତ ହେଲା ଅନ୍ତଃବିଭାଗୀୟ କମିଟି

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ହେବାପରେ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ନର୍ସିଂ କର୍ମଚାରୀ ସଂଘକୁ ସନ୍ତୁଷ୍ଟ କରିବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ…

ସାଙ୍ଘାତିକ ସତ୍ୟର ଗୁମର ଫିଟାଇଲା ଏଡିଜିଙ୍କ ଚିଠି!

ଭୁବନେଶ୍ବର: ଆଜି ଏସପି ଓ ଡିସିପିଙ୍କୁ ଚିଠି ଲେଖିଛନ୍ତି ଏଡିଜି । ଯାହା ପୋଲିସ ବିଭାଗର ସାଙ୍ଘାତିକ ସତ୍ୟର ଗୁମର ଫିଟାଇ ଦେଇଛି । ଆଉ ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ ସହାୟତା କରୁଥିବା ସ୍ପଷ୍ଟ ବାରି ହୋଇପଡୁଛି । ଏଓଡିଜିଙ୍କ ଚିଠିରେ ଉଲ୍ଲେଖ ରହିଛି ଯେ, ଫିଲ୍ଡ…

ଲଦାଖର ସର୍ବୋଚ୍ଚ ଗିରିଶୃଙ୍ଗରେ ୟୁଏଭି ହୋଭରର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଏରିଏଲ୍ ମୋବିଲିଟି ମାନୁଫ୍ୟାକ୍‌ଚରିଂ ଫାର୍ମ ତଥା ଓଡ଼ିଶାର ବନ୍‌ଭି ଏରୋ ହାଇ-ଅଲ୍ଟିଚ୍ୟୁଡ ଅନ୍‌ମ୍ୟାନ୍‌ଡ ଏରିଏଲ୍ ଭେଇକିଲ୍ସ (ୟୁଏଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ବିଶ୍ୱ ରେକର୍ଡ ହାସଲ କରି ଇଣ୍ଟରନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସ୍‌ରେ ପ୍ରବେଶ କରିଛି ।…