‘ମ୍ୟାଡମ ମୋତେ କ୍ଷମା କରିଦେବେ, ରକ୍ଷା କରି ପାରିଲି ନାହିଁ’
ମୁମ୍ବାଇ: ବ୍ରିଟେନରୁ ପପୁଲାର ସିଙ୍ଗର ଅରିଜିତ ସିଂଙ୍କ ନିକଟରେ ହୋଇଥିବା କନସର୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ସୁରକ୍ଷାକର୍ମୀ ମହିଳା ପ୍ରଶଂସକଙ୍କ ବେକକୁ ଧରି ତାଙ୍କୁ ଠେଲି ଦେଉଥିବା ଦେଖିବାକୁ ମିଳିଛି । ଏହା ପରେ ଗାୟକ ଉକ୍ତ ମହିଳା…