କେବଳ ପଞ୍ଜାବରେ ରିଲିଜ୍ ହେବ ପାକିସ୍ତାନର ‘ବାହୁବଳୀ’
ନୂଆଦିଲ୍ଲୀ: ପାକିସ୍ତାନର ଅଲ୍ ଟାଇମ ବ୍ଲକବଷ୍ଟର ଫିଲ୍ମ ଦି ଲିଜେଣ୍ଡ ଅଫ୍ ମୌଲା ଜାଟ୍କୁ ନେଇ ଏବେ ଭାରତୀୟ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା। ୨୦୨୨ରେ ରିଲିଜ ହୋଇଥିଲା ଦି ଲିଜେଣ୍ଡ୍ ଅଫ୍ ମୌଲା ଜାଟ୍ । ପାକିସ୍ତାନ ସହ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି ଫିଲ୍ମ ।…