Latest Odisha News

BREAKING NEWS

ସପ୍ତାହେ ଭିତରେ ୧ କୋଟି ଛୁଇଁବ ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ଆବେଦନ କରିସାରିଲେଣି ୯୨ ଲକ୍ଷ ଆବେଦନକାରୀ l ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ତେବେ ଆସନ୍ତା ଆଉ ଏକ ସପ୍ତାହ ମଧ୍ୟରେ ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ଛୁଇଁବ l ଇ-କେୱାଇସି ପାଇଁ ଏବେ ଟିକେ…

ବଢିଲା ସୁନା ଦର, ଜାଣନ୍ତୁ କେତେ….

ଭୁବନେଶ୍ବର: ପୁଣି ବଢିଲା ସୁନା ଦର । ଆଜି ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ର ନୂଆ ଦର । ଯଦି ଆପଣ ସୁନା କିଣିବାକୁ ଯାଉଥାନ୍ତି ତେବେ ପ୍ରଥମେ ଏହି ଦର ବିଷୟରେ ଜାଣିନିଅନ୍ତୁ । ଉଭୟ ଆନ୍ତର୍ଜାତୀୟ ତଥା ଘରୋଇ ବଜାରରେ ସୁନାର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଛି । ଘରୋଇ ବଜାରରେ…

ତିରୁପତି ଲଡୁ ବିବାଦ; ମୁହାଁମୁହିଁ ହେଲେ ଦୁଇ ସୁପରଷ୍ଟାର

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁମାଲାର ତିରୁପତି ମନ୍ଦିରର 'ଲଡୁ ପ୍ରସାଦ' ପଶୁ ଚର୍ବି ମିଶ୍ରଣକୁ ନେଇ ବିବାଦ ଲାଗି ରହିଛି। ଗତ କିଛି ଦିନ ହେବ ଏହାକୁ ନେଇ ତର୍କବିତର୍କ ଚାଲିଛି। ଏହାରି ମଧ୍ୟରେ ସାଉଥ୍ ସୁପରଷ୍ଟାରଙ୍କ ବୟାନକୁ ଚର୍ଚ୍ଚା ଜୋର ଧରିଛି। ଅଭିନେତା ତଥା ନିର୍ଦ୍ଦେଶକ ପ୍ରକାଶ…

କୋର୍ଟରେ ବୃଦ୍ଧ ଦମ୍ପତିଙ୍କ କଳି; ଜଜ୍ କହିଲେ- ଲାଗୁଛି କଳିଯୁଗ ଆସିଗଲା

ଆହ୍ଲାବାଦ: ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟ ଜଣେ ବୃଦ୍ଧ ଦମ୍ପତିଙ୍କ ଘରୋଇ ବିବାଦକୁ ନେଇ ଚିନ୍ତାବ୍ଯକ୍ତ କରିଛନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି - 'ଲାଗୁଛି କଳିଯୁଗ ଆସିଗଲା। ସ୍ବାମୀଙ୍କଠୁ ଭରଣପୋଷଣ ପାଇବା ପାଇଁ ପତ୍ନୀ ଏକ ଆଇନଗତ ଲଢେଇ ଲଢୁଛନ୍ତି। ଆହ୍ଲାବାଦ…

ପାରାଦୀପରେ ଆରମ୍ଭ ହେଲା ୨ ଦିନିଆ ଉପକୂଳ ସମରାଭ୍ୟାସ

ପାରାଦୀପ: ପାରାଦୀପରେ ଆଜିଠୁ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ସାଗର କବଚ-୨ । ଏହା ଦୁଇ ଦିନ ଧରି ଚାଲିବ । ଏଥିରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ସାମିଲ ହୋଇଛନ୍ତି । ଜଳପଥ ମଧ୍ୟ ଦେଇ ଯେପରି ଶତୃ ପକ୍ଷ,…

ବେଙ୍ଗାଲୁରୁରେ ମହିଳାଙ୍କୁ ୫୦ ଖଣ୍ଡ କରିବା ମାମଲା, ଓଡ଼ିଶାରେ ମୁଖ୍ୟ ଅଭିଯୁକ୍ତର ଘର

ବେଙ୍ଗାଲୁରୁ: ବେଙ୍ଗାଲୁରୁର ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀ ନାମକ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କାଟି ଫ୍ରିଜରେ ରଖିବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିଟି ପୁଲିସ କମିଶନର ବି.ଦୟାନନ୍ଦ କହିଛନ୍ତି ଯେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଘର ହେଉଛି…

ବିବାହର ୮ ବର୍ଷ ପରେ ସ୍ବାମୀଙ୍କଠୁ ଅଲଗା ହେବେ ଉର୍ମିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଅନେକସମୟ ଧରି ବଡ ପରଦାରୁ ଦୂରେଇ ରହିଛନ୍ତି। ତଥାପି ସେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। ହେଲେ ଏବେ ଜଣାପଡିଛି ଯେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଉର୍ମିଲା ତାଙ୍କ…

ଆଗକୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ: ଗଠନ ହେବ କାରଣ ଖୋଜା କମିଟି

ଭୁବନେଶ୍ୱର:  ସେପ୍ଟେମ୍ବର ୨୭ ତାରିଖରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ। ଆଗକୁ ହେବାକୁ ଥିବା ପଦଯାତ୍ରା, ନୂଆ କମିଟି ଓ ଅନ୍ୟ ସଂଗଠନିକ କାର୍ଯ୍ୟକ୍ରମ ନେଇ ହେବ ଆଲୋଚନା। ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜା କମିଟି ଚୟନ ବି…

ରାଉରକେଲାରେ ଲଜ୍ଜା! ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ରାଉରକେଲା: ପୁଣି ରାଉରକେଲାରେ ଲଜ୍ଜା। ୪ ଦିନ ତଳେ ୨ ନାବାଳିକା ଭଉଣୀଙ୍କୁ ଗଣ ଦୁଷ୍କର୍ମ କରିବା ଭଳି ଘଟଣା ଘଟିବା ପରେ ଆଜି ପୁଣି ସମାନ ଏକ ମାମଲା ସମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ…

ନିଲମ୍ବିତ ଆଇଆଇସିଙ୍କର ଲାଏ ଡିଟେକସନ ଟେଷ୍ଟ ପାଇଁ ମିଳିବ କି ଅନୁମତି ?

ଭୁବନେଶ୍ୱର: ଆଜି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଲାଏ ଡିଟେକସନ ଟେଷ୍ଟର ଶୁଣାଣି ହେବ। ଭୁବନେଶ୍ବର JMFC କୋର୍ଟରେ ହେବ ଏହାର ଶୁଣାଣି। ଏଥିଲାଗି ଆଜି କୋର୍ଟରେ ହଜାର ହେବେ ଦୀନକୃଷ୍ଣଙ୍କ ମିଶ୍ର। ଦୀନକୃଷ୍ଣଙ୍କ ସହମତି ଉପରେ ନିର୍ଭର କରୁଛି ଏହି ଟେଷ୍ଟ। ଦୀନକୃଷ୍ଣ ସହମତି ଦେଲେ ହିଁ…