Latest Odisha News

BREAKING NEWS

ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍: ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଚାଲିଛି ତଦନ୍ତ

ଭୁବନେଶ୍ବର: ଭରତପୁର ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ପାଇଁ ପହଞ୍ଚିଲା। ସେଦିନ ରାତିରେ କ'ଣ ସବୁ ଘଟିଥିଲା ଅନୁଧ୍ୟାନ ପାଇଁ ପହଞ୍ଚିଲା। ଭରତପୁର ଥାନା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ବିଭିନ୍ନ ଦିଗରକୁ ଆଗେଇଛି ତଦନ୍ତ।…

ଜମ୍ମୁ-କାଶ୍ମୀରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ସକାଳଠୁ କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ। ୨୬ ବିଧାନସଭା ଆସନରେ ଚାଲିଛି ଭୋଟିଂ। ଶହ ଶହ ଭୋଟର ମତଦାନ କେନ୍ଦ୍ରରେ କରୁଛନ୍ତି ମତଦାନ। ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ୬ ଜିଲ୍ଲାରେ ୨୫ ଲକ୍ଷ ଭୋଟର…

ଜିଦ୍‌ରେ ଅଟଳ ନର୍ସିଂ ଅଫିସର, ବିଭିନ୍ନ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଆଜିଠୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ନର୍ସିଂ କର୍ମଚାରୀ ସଂଘ ସ୍ଥଗିତ ରଖିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପୁଣି ଓହ୍ଲାଇବ। ୧୦ ଦଫା ଦାବିରେ ଧର୍ମଘଟ କରିବ ସଂଘ। ରାଜ୍ୟ ସରକାରଙ୍କ ସହ ଆଲୋଚନା ବି ହେବ। ଜରୁରିକାଳୀନ ରୋଗୀ…

ରାଜ୍ୟରେ ଆଜିଠୁ ଦୁଇ ଦିନ ବଡ଼ ବର୍ଷା; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ ଆଜି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି…

ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଖଣିଭିତ୍ତିକ ଶିଳ୍ପାନୁଷ୍ଠାନ ପାଇଁ ଖଣି ଗୁଡିକର ସୁପରିଚାଳନା କରି ଉତ୍ପାଦନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ବ ଆରୋପ କରିଥିଲେ । ଏଥିସହିତ ରାଜ୍ୟରେ ଖଣି ରାଜସ୍ବର ଅଭିବୃଦ୍ଧି ପାଇଁ…

ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତ ମାନଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ସେପ୍ଟେମ୍ବର ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲେଶ୍ବର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ପାଇଁ ସହାୟତା ଘୋଷଣା କରାଯାଇଛି । କ୍ଷତିଗ୍ରସ୍ତ ବାସଗୃହର ତୁରନ୍ତ…

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ବୋର୍ଡ ଦେଲା ବଡ଼ ସୂଚନା

ଭୁବନେଶ୍ୱର: ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଷାଣ୍ମାସିକ ପରୀକ୍ଷା କେବେ ହେବ ଏନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ କୁ ଦୂର କରିଛି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ (ବିଏସଇ) । ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ଲେଖିଛି ବୋର୍ଡ । ଚିଠିରେ…

ହିଜବୁଲ୍ଲାର ରକେଟ ୟୁନିଟର ମୂଖ୍ୟ କମାଣ୍ଡର ନିହତ

ତେଲ ଅଭୀବ: ଇସ୍ରାଏଲ ଡିଫେନ୍ସ ଫୋର୍ସର ଆକ୍ରମଣରେ ହିଜବୁଲ୍ଲାର ରକେଟ ୟୁନିଟର ମୂଖ୍ୟ କମାଣ୍ଡର ଇବ୍ରାହିମ ମହମ୍ମଦ କାବିସୀଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ମୁତାବକ ଏହି ୟୁନିଟର ଅଧିକାଂଶ ସଦସ୍ୟ ଇସ୍ରାଏଲ ଆକ୍ରମଣରେ ନିହତ ହୋଇଛନ୍ତି । ଯାହାକି ଲେବାନନର ହିଜବୁଲ୍ଲାହ ଗୋଷ୍ଠୀକୁ ସଂକଟରେ…

ସରିଲା ସର୍ଭେ, ସୂର୍ଯ୍ୟ ମନ୍ଦିର ଚାରି ପାର୍ଶ୍ୱରୁ ମିଳିଲା ଏପରି କିଛି…

କୋଣାର୍କ: ବିଶ୍ବ ପ୍ରସିଦ୍ଧ ଐତିହ୍ୟ ସୂର୍ଯ୍ୟ ମନ୍ଦିର କୋଣାର୍କର ଚାରିପାଶ୍ବରେ ଣସି ପ୍ରାଚୀନ ଐତିହ ରହିଥିବା ନେଇ ଆରମ୍ଭ ହୋଇଛି ପେନିଟ୍ରେଟିଂ ରାଡାର (ଜିପିଆର୍‌) ସର୍ଭେ । ଆଜି ଦ୍ୱିତୀୟ ଦିନରେ ଆଜି କୋଣାର୍କ ମନ୍ଦିର ଗର୍ଭଗୃହ ଓ ଚାରିପଟରେ ଜିପିଆର ସର୍ଭେ କରାଯାଇଛି । ଏହି ସର୍ଭେରୁ…

ଇରାନୀ କପ ପାଇଁ ଅବଶିଷ୍ଟ ଭାରତ ଏକାଦଶ ଘୋଷିତ

ନୂଆଦିଲ୍ଲୀ: ବିସିସିଆଇ ୧ ଅକ୍ଟୋବରରୁ ୫ ପର୍ଯ୍ୟନ୍ତ ଲକ୍ଷ୍ନୌରେ ହେବାକୁ ଥିବା ଈରାନୀ କପ ପାଇଁ ଅବଶିଷ୍ଟ ଭାରତ ଏକାଦଶ ଘୋଷିତ କରିଛି । ରଣଜୀ ଚାମ୍ପିୟନ ମୁମ୍ବାଇ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ରିତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ରିପୋର୍ଟ ମୁତାବକ…