Latest Odisha News

BREAKING NEWS

ଡାକ୍ତରଖାନାରୁ ନିଖୋଜ ହେଲା ନବଜାତ ଶିଶୁ, ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ଶିଶୁକୁ ନେଇଥିବା ସ୍ପଷ୍ଟ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ବତନ୍ତ୍ର ନବଜାତ ଚାଇଲ୍ଡ କେୟାର ୟୁନିଟରୁ ଜଣେ ନବଜାତ ଶିଶୁ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶିଶୁକନ୍ୟାକୁ ଡାକ୍ତରଖାନା କର୍ମଚାରୀମାନେ ହସ୍ତାନ୍ତର କରିନଥିବା ନେଇ ପରିବାର ଲୋକେ ଶୁକ୍ରବାର…

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ବିଧାୟକ ତଥା ଯୁବନେତା ଅଂଶୁମାନ ମହାନ୍ତି ଆଜି ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଦଳୀୟ ମୁଖ୍ୟାଳୟରେ ତାଙ୍କୁ ବରିଷ୍ଠ ବିଜେଡି ନେତାମାନେ ସ୍ୱାଗତ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ…

ମାହାଙ୍ଗା ଡବଲ ମର୍ଡର ମାମଲା: ଶୁଣାଣିରୁ ଓହରିଲେ ବିଚାରପତି ବି.ପି ରାଉତରାୟ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା ଶୁଣାଣିରୁ ଓହରିଲେ ବିଚାରପତି ବି.ପି ରାଉତରାୟ । ଏବେ ମାମଲାର ଶୁଣାଣି କରିବେ ଅନ୍ୟ ଜଣେ ବିଚାରପତି । ସପ୍ତାହକ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ଅନୁମତି ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାମଲାର ଶୁଣାଣିରୁ ଜଷ୍ଟିସ୍ ବି.ପି ରାଉତରାୟ କାହିଁକି…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: କମିଟି ଅଧ୍ୟକ୍ଷ ନିଯୁକ୍ତନେଇ ୪ ସପ୍ତାହର ସମୟ ମାଗିଲେ ରାଜ୍ୟ ସରକାର

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ହାଇପାୱାର କମିଟି ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କମିଟି ଗଠନ କରିବା ଲାଗି ଗତ ବର୍ଷ ସେପ୍ଟେମ୍ବର ମାସରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏନେଇ ଆସନ୍ତା ୪ ସପ୍ତାହର ସମୟ ମାଗିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର…

କଟକରେ ପୁଣି ଲଜ୍ଜା; ୭ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କଟକ: କଟକ ଜିଲ୍ଲା ମଧୁପାଟଣା ଥାନା ଅଧୀନ ବାଲିସାହି ବସ୍ତି ନିକଟରେ ଜଣେ ୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ମଧୁପାଟଣା ଥାନାରେ ଉକ୍ତ ନାବାଳିକାଙ୍କ ପରିବାର ଲୋକେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ମୁତାବକ,…

ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ୍ଡୀ

ପୁରୀ: ଓଡିଶା ଗସ୍ତରେ ଆସିଛନ୍ତି ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ୍ଡୀ । ପ୍ରଥମେ ରାଜ୍ୟପାଳ ରେଡ୍ଡୀ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଶ୍ରୀ ରେଡ୍ଡୀ ସପରିବାର ସହ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଂଚିବା ପରେ ତାଙ୍କୁ ଶ୍ରୀମନ୍ଦିର ଓ…

ପାରାଦୀପରେ ୩ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ଯୁବ ବର୍ଗ

ପାରାଦୀପ: ପାରାଦୀପରେ ତିନୋଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ପାରାଦୀପର ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଭିତ୍ତିପ୍ରସ୍ତର ଦେଇଛନ୍ତି । ଏହି ପ୍ରକଳ୍ପ ହେଉଛି ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ ଲିମିଟେଡର ୬୫ ହଜାର…

ଏହି ହିନ୍ଦୁ ରାଜା, ଯିଏ ମୁସଲିମ୍ ରାଜାଙ୍କ ଝିଅଙ୍କୁ କରିଥିଲେ ବିବାହ, ଆକବରଙ୍କ ଝିଅ ମଧ୍ୟ ଏଥିରେ ସାମିଲ୍

ଭୁବନେଶ୍ଵର: ମୁସଲିମ ଆକ୍ରମଣକାରୀ ଏବଂ ଭାରତର ହିନ୍ଦୁ ରାଜାମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ବ୍ୟତୀତ ଭାରତ ଇତିହାସରେ ଅନେକ ରାଜନୈତିକ ଏବଂ ସାମାଜିକ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହିପରି କିଛି ଘଟଣାରେ ମୁସଲମାନ ରାଜାଙ୍କ ଝିଅମାନଙ୍କ ସହିତ ହିନ୍ଦୁ ରାଜାମାନଙ୍କର ବିବାହ…

ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ୯ ଲକ୍ଷ ଟଙ୍କା ଓ କାର ଜବତ କଲା ଇଡି

ଭଦ୍ରକ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ ମାମଲା । ଗତକାଲି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାରସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିବାବେଳେ, ଆଜି ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ଚଢାଉ କରିଛି ଇଡି । ଚଢାଉ ବେଳେ ପ୍ରୟାସକାନ୍ତିଙ୍କ…