Latest Odisha News

BREAKING NEWS

ଅଷ୍ଟମୀ ପିଠା, ମନର କଥା

ଡ଼ି ଶୁଭମ୍‌  ଆମେ ଓଡ଼ିଆ , ଭାରି ବଢ଼ିଆ – ଏ ଉକ୍ତିଟି ବୋଧହୁଏ ସମସ୍ତେ କଥାକଥାରେ ବ୍ୟବହାର କରୁଥିବେ । ଓଡ଼ିଆତ୍ୱର ବିଶେଷତା ସାରା ବିଶ୍ୱରେ ଅନନ୍ୟ । ଏ ମାଟିର ବାସ୍ନା ଅଲଗା , ଆମ ରାଇଜର ପବନର ଶିହରଣ ବି ଅଲଗା । ଏଠି ପୂଜା, ପର୍ବଠୁ ଆରମ୍ଭ କରି ପିଠା ,ମିଠା ଯାଏଁ ସବୁକିଛି…

ଦୁର୍ଘଟଣାରେ ମୃତ ଛାତ୍ରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗଞ୍ଜାମରୁ ପିକନିକ ଯାଉଥିବା ଏକ ଗାଡି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ । ଏଥିରେ ରଙ୍ଗେଇଲୁଣ୍ଡା ଅଞ୍ଚଳର ତିନିଜଣ ଛାତ୍ରଙ୍କର ମୃତ୍ୟୁ ହୋଇ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା…

ଆରପାରିରେ ବରିଷ୍ଠ ଓକିଲ ସଚ୍ଚିତାନନ୍ଦ ମହାନ୍ତି

କେନ୍ଦ୍ରାପଡା : ପରଲୋକରେ ବରିଷ୍ଠ ଓକିଲ ସଚ୍ଚିତାନନ୍ଦ ମହାନ୍ତି । ୯୩ ବର୍ଷ ବୟସରରେ କେନ୍ଦ୍ରାପଡା ସ୍ଥିତ ବାସଭବନରେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟଜନିତ କରାଣରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ଶ୍ରୀ ମହାନ୍ତି ପରିବାରରେ ତିନି ପୁଅ ଓ…

ନୋ ଏଂଟ୍ରି ମେଁ ଏଂଟ୍ରିରେ ସଲମାନ, ଅନୀଲ, ଫରଦୀନଙ୍କ ଟ୍ରିପଲ ରୋଲ !

ମୁମ୍ବାଇ: ୨୦୦୫ରେ ରିଲିଜ ହୋଇଥିବା ନୋ ଏଂଟ୍ରି ଫିଲ୍ମର ସିକ୍ୱେଲ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ନିର୍ମାତା ଅନୀସ ବାଜମୀ ସୂଚନା ଦେଇ ସାରିଛନ୍ତି । ତେବେ ଏହି ସୁପରହିଟ ଫିଲ୍ମର ସିକ୍ୱେଲରେ ସଲମାନ ଖାଁ, ଅନୀଲ କାପୁର ଓ ଫରଦୀନ ଖାଁ ଟ୍ରିପଲ ରୋଲ କରିବାକୁ ଯାଉଛନ୍ତି ବୋଲି ବଲିଉଡ…

ଓମିକ୍ରନକୁ ନେଇ ଭୟ, ମହିଳା ଜୁନିୟର ହକି ବିଶ୍ୱକପ ସ୍ଥଗିତ

ଲୌସାନ୍ନେ: କରୋନା ଭାଇରସର ନୂତନ ଭ୍ୟାରିଆଂଟ ଓମିକ୍ରନକୁ ନେଇ ଭୟ ଉପୁଜିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରେ ଏହା ଚିହ୍ନଟ ହେବା ପରେ ସାରା ବିଶ୍ୱ ପୁଣି ଚିନ୍ତାରେ ପଡି ଯାଇଛି । ଏଠାରେ ହେବାକୁ ଥିବା ଜୁନିୟର ମହିଳା ହକି ବିଶ୍ୱକପକୁ ସ୍ଥଗିତ ରଖାଯାଇଛି । ଏହା ଡିସେମ୍ବର ୫ରୁ ଆରମ୍ଭ ହେବାକୁ…

ନୂଆ ଷ୍ଟ୍ରେନ୍ ‘ଓମିକ୍ରନ୍’ ଆଗରେ ଟିକା ଫେଲ୍ ? କ’ଣ କହିଲା ଫାଇଜର ଜାଣନ୍ତୁ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଚିନ୍ତିତ । କେମିତି ଏହାକୁ ମୁକାବିଲା କରାଯିବ ? ନୂଆ ଭାରିଆଣ୍ଟ କେତେ ଅଧିକ ସଂକ୍ରାମତ । ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାରେ କେତେ ସକ୍ଷମ ? ବର୍ତ୍ତମାନ ବିକଶିତ ଟିକା ଓମିକ୍ରନକୁ ନିପାତ କରିବ କି ? ଏମିତି ଅନେକ…

କରୋନାର ନୂଆ ଭାରିଆଣ୍ଟ ନାଁ ‘ଓମିକ୍ରନ୍’ ଦେଲା WHO

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନର (ଈ.୧.୧.୫୨୯) ନାଁ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାର ନାଁ ଓମିକ୍ରନ୍ ରଖାଯାଇଛି । ଯାହା ଏକ ଗ୍ରୀକ ଶବ୍ଦ । ଏଥିସହ ନୂଆ ଭାରିଆଣ୍ଟକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ବୋଲି କହିଛି । ଯାହାକି ଦ୍ରୁତ ସଂକ୍ରାମକ ହୋଇପାରେ ।…

ବୁର୍ଲା ଭୀମସାରରେ ସଂକ୍ରମଣର କାରଣ ଖୋଜା: ୨୧ ଜଣଙ୍କର ହେବ ଜିନୋମ୍ ସିକ୍ୱେନ୍ସିଂ

ସମ୍ୱଲପୁର: ବୁର୍ଲୀ ଭୀମସାରରେ କେମିତି ସଂକ୍ରମିତ ହେଲେ ଡାକ୍ତରୀୟ ଛାତ୍ରଛାତ୍ରୀ ? ଟିକାର ଦୁଇଟି ଲେଖାଏ ଡୋଜ୍ ନେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାର କାରଣ ଖୋଜିବା ଆରମ୍ଭ ହୋଇଛି । ଏଥିପାଇଁ କୋଭିଡ୍ ସଂକ୍ରମିତ ୫୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କର ଜିନୋମ୍ ସିକ୍ୱେନ୍ସିଂ…

କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଛାନିଆ କଲାଣି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନାର ନୂଆ ଭାରିଆଣ୍ଟ । ଯାହାର ନାଁ ରଖାଯାଇଛି ଓମିକ୍ରୋନ୍ । ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରିଆଣ୍ଟ ଅଫ୍ କନସର୍ଣ୍ଣ କାଟାଗୋରୀରେ ରଖିଥିବା ବେଳେ ସାରା ବିଶ୍ୱର ଚିନ୍ତା ବଢ଼ିଛି । ଏଭଳି ସ୍ଥିତିରେ ଆଜି…

ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ପଜିଟିଭ

ମୟୂରଭଞ୍ଜ: ସ୍କୁଲ ଖୋଲିବା ପରେ ଶିକ୍ଷାନୁଷ୍ଠାନରେ ବଢୁଛି ସଂକ୍ରମଣ । ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି । ସୁନ୍ଦରଗଡ଼ ପରେ ମୟୂରଭଞ୍ଜ ଜିଲ୍ଲାରୁ ବାହାରିଛି ପଜିଟିଭ୍ କେସ୍ । ଠାକୁରମୁଣ୍ଡା ବ୍ଲକର ଚମକପୁର ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।…