Latest Odisha News

BREAKING NEWS

ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି: ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଘରେ ପଶି ଆକ୍ରମଣ

ଯାଜପୁର: ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି। ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ନର୍ସଙ୍କ ଘରେ ପଶି କନେଷ୍ଟବଳଙ୍କ ଆକ୍ରମଣ। ଯାଜପୁର ରାମବାଗ ଫାଣ୍ଡିର କନେଷ୍ଟବଳ ଜିତେନ୍ଦ୍ର ବିଶ୍ଵାଳଙ୍କ ବିରୋଧରେ ମଙ୍ଗଳପୁର ଥାନାରେ ଅଭିଯୋଗ ଆସିବା ପରେ ମଙ୍ଗଳପୁର ପୋଲିସ କନେଷ୍ଟବଳଙ୍କୁ…

ଭରତପୁର ଘଟଣାରେ ନ୍ୟାୟିକ ସହ କ୍ରାଇମବ୍ରାଞ୍ଚ ତଦନ୍ତ, ଭାରତରେ ପ୍ରଥମ କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ପୂରା ରାଜ୍ୟର ନଜର ଏବେ ଭରତପୁର କାଣ୍ଡ ଉପରେ । ପ୍ରତି ମିନିଟରେ ଏକ ନୂଆ ମୋଡ ନେଉଛି ଘଟଣା । ଏହି ଘଟଣାରେ କ୍ରାଇମବ୍ରାଞ୍ଜ ତଦନ୍ତ କରୁଥିବା ବେଳେ ଏବେ ଏହା ବିଚାର ବିଭାଗୀୟ ତଦନ୍ତ ପାଇଁ କୋର୍ଯଙ୍କ ହାତକୁ ଟେକି ଦିଆଯାଇଛି । ସେପଟେ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ…

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଲେ ଅତିଶି, ତଥାପି ଖାଲି ପଡିଲା କେଜ୍ରିୱାଲଙ୍କ ଚେୟାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପ୍ରଥମ ଥର ପାଇଁ ସେ ଦିଲ୍ଲୀ ସଚିବାଳୟରେ ପହଞ୍ଚିଥିଲେ ମଧ୍ୟ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଚେୟାରରେ ବସି ନଥିଲେ। ବରଂ…

ପର୍ଣ୍ଣୋଗ୍ରାଫି ଦେଖୁଥିଲେ ଯିବେ ଜେଲ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଉପରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ l ଏଣିକି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡିତ ଜିନିଷ ଡାଉନଲୋଡ କରିବା କିମ୍ବା ନିଜ ପାଖରେ ରଖି ଦେଖିଲେ ନିଆଯିବ କଡା…

ପ୍ରବଳ ବର୍ଷିବ: ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୟେଲାେ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ପ୍ରବଳ ବର୍ଷିବ । କିଛି ସ୍ଥାନରେ ଘଡଘଡି ସହ  ବର୍ଷା ମଧ୍ୟ ଅନୁଭୂତି ହେବ । ଏନେଇ ୧୪ ଜିଲ୍ଲାକୁ  ହେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏନେଇ ଭଦ୍ରକ, ବାଲେଶ୍ବର, ନୟାଗଡ, କନ୍ଧମାଳ, କୋରାପୁଟ, ଯାଜପୁର, ଜଗତସିଂହପୁର, ପୁରୀ, ଗଞ୍ଜାମ,…

ତିରୁମାଲା ମନ୍ଦିରରେ ଶୁଦ୍ଧିକରଣ

ତିରୁମାଲା: ତିରୁପତି ବାଲାଜି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରିତ ହେଉଥିବା ସ୍ପଷ୍ଟ ହେବା ପରେ ଜାରି ରହିଛି ବିବାଦ। ଏହାରି ମଧ୍ୟରେ ତିରୁପତି ବାଲାଜି ମନ୍ଦିରର ଶୁଦ୍ଧିକରଣ କରାଯାଉଛି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।…

ଭରତପୁର ଘଟଣା: ଗଣମାଧ୍ୟମରେ ପ୍ରକାଶ ପାଇବନି ସେନା ଅଧିକାରୀ ଓ ବାନ୍ଧବୀଙ୍କ ନାଁ

ଭୁବନେଶ୍ବର: ତେଜିବାରେ ଲାଗିଛି ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧୁଙ୍କୁ ନିର୍ଯାତନା ଦେବା ଘଟଣା । ପ୍ରଥମେ ନ୍ୟାୟିକ ତଦନ୍ତ ଆଉ ତା ପରେ ହାଇକୋର୍ଟଙ୍କ ତାଗିତ୍ । ଏହି ଘଟଣାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ନାଁ କୌଣସି ବି ଗଣମାଧ୍ୟମରେ ପ୍ରକାଶ ନକରିବାରୁ…

କୁଡୁତୁଲିରେ ଚାଞ୍ଚଲ୍ୟ: ଏଏନଏମଙ୍କୁ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା

କନ୍ଧମାଳ: ମହିଳା ଏଏନଏମଙ୍କ କଇଁଚିରେ ଆକ୍ରମଣ ପରେ ପୁରୁଷ ବନ୍ଧୁଙ୍କ ଆତ୍ମହତ୍ୟା। କନ୍ଧମାଳ ଜିଲା ବାଲିଗୁଡା କେ.ନୂଆଗାଁ ଥାନା କୁଡୁତୁଲିରେ ଘଟିଛି ଏହି ଅଭାବନୀୟ ଘଟଣା। ଏଏନଏମଙ୍କ କ୍ୱାର୍ଟର୍ସ ଭିତରେ ପୁରୁଷ ବନ୍ଧୁ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଭୁବନେଶ୍ୱର ଉପକଣ୍ଠ…

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି l ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ କଲା ଗୃହ ବିଭାଗ l ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ବିଭାଗ l ଯୁବତୀ, ମେଜର, ପୋଲିସଙ୍କୁ…

ଭରତପୁର ଥାନା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେନା ଅଧିକାରୀ ଓ ବାନ୍ଧବୀ

ଭୁବନେଶ୍ବର: ଭରତପୁର ମାମଲା ଦିନକୁ ଦିନ ତେଜିବାରେ ଲାଗିଛି । ବାସ୍ତବରେ ସେଦିନ ରାତିରେ କ’ଣ ଘଟିଥିଲା? ପୋଲିସ୍ ସତ କହୁଛନ୍ତି ନା ପୀଡିତା ସତ କହୁଛନ୍ତି? ପୀଡିତା ଗୁରୁତର ଆହତ କିପରି ହେଲେ? ଏମିତି ଅନେକ ପ୍ରଶ୍ନ ଏବେ ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଛି । ଏହାକୁ ନେଇ ଚାରିଆଡୁ ଚାପ…