ଗାଙ୍ଗୁଲି, ଧୋନୀଙ୍କୁ ପଛରେ ପକାଇଲେ ରୋହିତ
ରାଜକୋଟ: ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ୭ ମାସ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି । ସେ ତାଙ୍କ ଇନିଂସରେ ୧୯୬ ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୩ ଛକା ମାରିଥିଲେ । ଗତ ବର୍ଷ ଜୁଲାଇରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ…