ଯେତେ ଦେଖିଲେ ବି ଆଖି ପୁରୁନି, ମନ କିଣୁଛି ‘ଆଇସ୍ ବେଡ୍’ ଫଟୋ
ନୂଆଦିଲ୍ଲୀ: ପ୍ରକୃତିର ଶାନ୍ତ ସୌନ୍ଦର୍ଯ୍ୟକୁ ଚମକେଇଦେବା ଭଳି ଏକ ଚମତ୍କାର ଫଟୋରେ "ଆଇସ୍ ବେଡ୍" ନାମକ ଏକ ଫଟୋ ୨୦୨୩ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପିପୁଲ୍ସ ଚଏସ୍ ଆୱାର୍ଡ ପାଇଛି । ଏହି ଫଟୋରେ ଏକ ଧଳା ଭାଲୁ ସମୁଦ୍ରୀ ବରଫର ଏକ ଗଦା ଉପରେ ବିଶ୍ରାମ କରୁଥିବା ଦେଖାଯାଇଛି । ଏହି…