Latest Odisha News

BREAKING NEWS

ବକ୍ସ ଅଫିସରେ ଖୁବଶୀଘ୍ର ମୁହାଁମୁହିଁ ହେବେ ‘ଭୁଲ୍ ଭୁଲେୟା ୩’ ଏବଂ ‘ସିଙ୍ଘମ୍ ଏଗେନ୍’

ମୁମ୍ବାଇ: ବକ୍ସ ଅଫିସରେ ଖୁବଶୀଘ୍ର ମୁହାଁମୁହିଁ ହେବେ ଭୁଲ୍ ଭୁଲେୟା ୩ ଏବଂ ସିଙ୍ଘମ ଏଗେନ୍। ଏହି ଦୁଇ ଫିଲ୍ମ ଦିୱାଲୀରେ ଧମାକା କରିବେ। ହେଲେ ବକ୍ସ ଅଫିସରେ କିଏ ବାଜିମାତ୍ କରିବ ତାହା ଦେଖିବାକୁ ବାକି ରହିଲା। କିଛି ସପ୍ତାହ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସିଙ୍ଘମ ଏଗେନ୍ ର…

ବାଙ୍ଗାଲୋରର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଚିପ ଭାରତକୁ କରାଇବ ଗ୍ଲୋବାଲ ଲିଡର

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବୈଜ୍ଞାନିକମାନେ ଏ ଭଳି ଏକ ଚିପ ପ୍ରସ୍ତୁତ କରିଛନ୍ତି ଯାହା କମ୍ପ୍ୟୁଟିଂ ଓ ଏଆଇ ଦୁନିଆରେ ଝଡ ସୃଷ୍ଟି କରିପାରେ । ବେଙ୍ଗାଲୁର ସ୍ଥିତ ଆଇଆଇଏସସିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ଚିପ୍ସ ମଲିକ୍ୟୁଲାର ଓ ନ୍ୟାନୋ ଫିଲ୍ମର ଡାଟାକୁ ୧୬…

ସ୍ୱଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: ପରିଷ୍କାର ପରିଚ୍ଛନ୍ନତା ଏବଂ ଜନସାଧାରଣଙ୍କ ସ୍ୱଚ୍ଛତା ଦିଗରେ ଏକ ପ୍ରମୁଖ ଧାରାରେ, ସ୍ଵଚ୍ଛତା ହିଁ ସେବା ଅଭିଯାନର ପ୍ରସ୍ତୁତି ଉପରେ ଗୃହ ଓ ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମିଳିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର…

୫ ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗିରଫ

ଜୟପୁର: କୋରାପୁଟ ଜୟପୁର ପୋଲିସ ଆଜି ଏକ ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଏହି ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୫୦ଟି ମୋବାଇଲ୍‌ ଜବତ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ଜଣ ଝାଡଖଣ୍ଡର ହୋଇଥିବା ବେଳେ ବାକି…

ଛାତ୍ରନେତାରୁ ରାଜନେତା, ଜାଣନ୍ତୁ କିଭଳି ଥିଲା ସୀତାରାମ ୟେଚୁରୀଙ୍କ ରାଜନୈତିକ କ୍ୟାରିୟର

ନୂଆଦିଲ୍ଲୀ: ଆଉ ନାହାନ୍ତି ବରିଷ୍ଠ ସିପିଆଇଏମ୍ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀ । ଗୁରୁବାର ଦିଲ୍ଲୀ ଏମ୍ସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗତ ୧୯ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି…

ନିଯୁକ୍ତି ମେଳା: ୭ଟି ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ନିଯୁକ୍ତି ମେଳା ମାଧ୍ୟମରେ ଏହି…

ପାକିସ୍ଥାନରେ ନିଷେଧ ବଲିଉଡର ଏହି ଚଳଚ୍ଚିତ୍ର, ଜାଣନ୍ତୁ …

ମୁମ୍ବାଇ: ବଲିଉଡର ଏପରି ଅନେକ ଚଳଚ୍ଚିତ୍ର ଅଛି ଯାହାକୁ ପାକିସ୍ତାନ ଦେଶରେ ବ୍ୟାନ କରିଛି l ଏଥିରେ କିଛି ବିଷୟବସ୍ତୁ ଏପରି ଥିଲା ଯାହାକୁ ସେଠାକାର ଲୋକେ ପସନ୍ଦ କରୁନଥିଲେ l ଏପରିକି ସେହି ଚଳଚ୍ଚିତ୍ରଗୁଡ଼ିକ ସେଠାରେ ପ୍ରଦର୍ଶିତ ମଧ୍ୟ ହୋଇନଥିଲା l ଦେଖିବାକୁ ଗଲେ ଭାରତରେ ପାକିସ୍ତାନୀ ଶୋ…

ଏଣିକି ‘ଇଲେକସନ୍‌’ ଜରିଆରେ ବିଚାରପତି ନିଯୁକ୍ତି

ନୂଆଦିଲ୍ଲୀ: ଜନପ୍ରତିନିଧିମାନେ ତ ନିର୍ବାଚିତ ହୁଅନ୍ତି । ଅନେକ ଦେଶରେ ରାଷ୍ଟ୍ରପତି ମଧ୍ୟ ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । କିନ୍ତୁ ନ୍ୟାୟାଳୟର ବିଚାରପତିମାନେ ସାଧାରଣ ଜନତାଙ୍କ ଭୋଟ୍ ଦ୍ୱାରା ନିର୍ବାଚିତ ହୋଇପାରିବେ କି ? କୌଣସି ଦେଶରେ ଏ ବିଚିତ୍ର ବ୍ୟବସ୍ଥା ଆଗରୁ…

ଭାରତର ଏହି ୫ଟି ରାଜ୍ୟରେ ରହିଛି ସବୁଠୁ ଅଧିକ ଜଙ୍ଗଲ …

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ଜଙ୍ଗଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଅମ୍ଳଜାନର ମୁଖ୍ୟ ଉତ୍ସ ସାଜିଥାନ୍ତି ଏହି ଜଙ୍ଗଲମାନେ l ଜଙ୍ଗଲ କେବଳ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଘର ନୁହେଁ, ଜଳବାୟୁ, ଜମି ସଂରକ୍ଷଣ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଜୀବନଶୈଳୀ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡିଥାଏ l…

ଆସୁଛି ଆଉ ଏକ ଲଘୁଚାପ, ୧୫ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ କ୍ଷେତ୍ର l ୧୫ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା l ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି l ଫଳରେ ଆସନ୍ତା ୨୪ ଘଣ୍ଟାରେ ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହେବ ନେଇ ସମ୍ଭାବନା ରହିଛି l ଲଘୁଚାପ ସୃଷ୍ଟି ହେବା ପରେ…