ପ୍ରେମିକକୁ ଟାଙ୍ଗିଆରେ ହାଣିଲା ପ୍ରେମିକାର ବାପା
ରାୟଗଡ଼ା: ପ୍ରେମିକଙ୍କ ସହ ଫେରାର ଥିଲେ ଝିଅ । ବିବାହର ପ୍ରଲୋଭନ ଦେଖାଇ ଘରକୁ ଝିଅକୁ ଡାକିଲା ବାପା । ପରେ ଝିଅର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ ।
ମୃତ ଯୁବକ ଜଣଙ୍କ ହେଲେ କାଶୀପୁର ବ୍ଲକ…