ମହୋଦଧିରେ ମଦ କୁଡିଆ, ତାତିଲେ ବିଭିନ୍ନ ସଂଗଠନ
ପୁରୀ: ପୁରୀ ବେଳାଭୂମିରେ ଖୋଲିବ ବିଚ୍ ସ୍ୟାକ୍ସ । ପୁରୀ ବେଳାଭୂମିରେ ବ୍ରିକି ହେବ ମଦ । ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିରେ ପୁରୀ ବେଳାଭୂମିରେ ମଦ ବ୍ରିକି ପାଇଁ ଖୋଲିବ ଛୋଟ ଛୋଟ କୁଟୀର । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ତ୍ରୀବ ବିରୋଧ । ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ସିଂହଦ୍ବାର…