ଭାଲୁକୁ କାବୁ ଉଦ୍ୟମ ବେଳେ ଫରେଷ୍ଟରଙ୍କ ଦେହରେ ବାଜିଲା ଟ୍ରାଙ୍କୁଲାଇଜର
ଢେଙ୍କାନାଳ: ଗାଁରେ ପଶି ଆତଙ୍କ ଖେଳାଇଥିବା ଭାଲୁକୁ ଟ୍ରାଙ୍କୁଲାଇଜ୍ ବେଳେ ଫରେଷ୍ଟରଙ୍କ ଦେହରେ ବାଜିଲା ନିଶ୍ଚେତକ ଡାର୍ଟ। ଭାଲୁ ଦୌଡି ଜଙ୍ଗଲକୁ ପଳାଇଥିବା ବେଳେ ଗୁରୁତର ଫରେଷ୍ଟରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ…