Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ଅଧିନାୟକ, କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ୧୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ କ୍ରିକେଟ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଏବଂ କେଏଲ ରାହୁଲଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ବିରାଟ କୋହଲିଙ୍କ ସମେତ ଯଶପ୍ରୀତ ବୁମରାହ, ରବୀନ୍ଦ୍ର…

ନବୀନ-ଜଗନ ଆଲୋଚନା ଶେଷ, ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

ଭୁବନେଶ୍ୱର : ନବୀନ-ଜଗନ ଆଲୋଚନା ଶେଷ ହୋଇଛି । ଲୋକସେବା ଭବନରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଜଳ ସମ୍ପଦ, ସୀମା ବିବାଦ, ଶକ୍ତି ସହ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇ ମାତ୍ର କେଇ ମିନିଟ୍ ମଧ୍ୟରେ ଏହି ଆଲୋଚନା…

ପୁଣି ଆସିଲା କି ବାର୍ଡ ଫ୍ଲୁ ?

କିଛି ଦିନ ହେଲା ମରିପଡ଼ୁଛନ୍ତି କାଉ। ଆଜି ପୁଣି ଗୁଡାଏ କାଉ ମରିପଡିଛନ୍ତି । କାଉ ମଡ଼କ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକର ରାଉତପଡ଼ା ପୋତଳାଙ୍ଗ ଗାଁରେ । ତେବେ ଏଭଳି କାଉ ମଡ଼କର କାରଣ ବାର୍ଡ ଫ୍ଲୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।…

ଚିହ୍ନଟ ହେଲେ ଜଳବାୟୁ ପରିବର୍ତନ ଯୋଗୁ ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତନ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । କାନାଡାରେ ଜଣେ ୭୦ ବର୍ଷୀୟ ମହିଳା ପ୍ରଥମ ରୋଗୀ ଭାବେ ଜଳବାୟୁ ପରିବର୍ତନ ଯୋଗୁ ଆକ୍ରାନ୍ତ ହୋଇଛନ୍ତି । ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡିଛି ବୋଲି ଡାକ୍ତର କହିଛନ୍ତି ।…

ଶାହାରୁଖଙ୍କ ସହ ଫିଲ୍ମ ଛାଡି ନାହାନ୍ତି ନୟନତାରା

ମୁମ୍ବାଇ: ଆର୍ଯ୍ୟନ ଖାଁ ଡ୍ରଗ୍ସ କେସ ଯୋଗୁ ଶାହାରୁଖ ଖାଁ ଅଟଲୀଙ୍କ ଫିଲ୍ମ ଶୁଟିଂରେ ବିଳମ୍ବ କରିଥିଲେ । ଏହା ପରେ ମୁଖ୍ୟ ଅଭିନେତ୍ରୀ ନୟନତାରା ଏହି ଫିଲ୍ମ ଛାଡି ଦେଇଥିବା ଖବର ପ୍ରକାଶ ପାଇଥିଲା । ତେବେ ଏହାକୁ ଖଣ୍ଡନ କରିଛନ୍ତି ଅଟଲୀଙ୍କ ଟିମ୍ । ପଠାନ ପରେ ଶାହାରୁଖ ଏହି ଫିଲ୍ମ (ଲାୟନ)ରେ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସୁପରଭାଇଜର

କେନ୍ଦୁଝର : ଭିଜାଲାନ୍ସ ଜାଲରେ ଲାଞ୍ଚୁଆ ସୁପରଭାଇଜର। ଲାଞ୍ଚ ନେବା ବେଳେ କେନ୍ଦୁଝର ସଦର ତହସିଲ ରାଜସ୍ୱ ସୁପରଭାଇଜର ଗିରଫ ହୋଇଛନ୍ତି ।ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ମ୍ୟୁଟେସନ କେସର ଫିଲଡ…

ପୁଣି ଚାଲିଲା ନାଟ, ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ବଲିଉଡର ବିବାଦୀୟ ତଥା ବୋଲ୍ଡ ଅଭିନେତ୍ରୀ ପୁନମ ପାଣ୍ଡେ । ଅଶ୍ଳୀଳ ଫିଲ୍ମରେ ଅଭିନୟ, ଅପ୍ରୀତିକର ମନ୍ତବ୍ୟ ଓ ସାମ୍ ବମ୍ବେଙ୍କ ସହ ତାଙ୍କ ବିବାଦୀୟ ବୈବାହିକ ଜୀବନକୁ ନେଇ ଏହି ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ନିକଟରେ ପୁନମଙ୍କୁ ମାଡ ମାରିବା ଅଭିଯୋଗରେ ତାଙ୍କ…

[ଭିଡ଼ିଓ] ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା …

ଯାଜପୁର : ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ କିଛି ସ୍ଥାନରେ ଏଥିରୁ ବଂଚିତ ରହୁଛନ୍ତି ବହୁ ଲୋକ । ଏମିତି କିଛି ଦୃଶ୍ୟ ଦେଖିବାକ ମିଳିଛି ଯାଜପୁର ମଧୁସୂଦନପୁର ଗାଁରେ । ମଧୁସୂଦନପୁର ପଞ୍ଚାୟତର ବାବୁଲା ମଲ୍ଲିକ ଦୀର୍ଘଦିନ ଧରି ଶଯ୍ୟାଶାୟୀ ହୋଇ ଦିନ କାଟୁଛନ୍ତି ।…

ନ୍ୟୁଜିଲାଣ୍ଡ ସିରିଜ: ରୋହିତ ଅଧିନାୟକ, ରାହୁଲ ଉପ ଅଧିନାୟକ !

ନୂଆଦିଲ୍ଲୀ:ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ ଦଳ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୧୭ ନଭେମ୍ବରରୁ ଏହି ସିରିଜ ଆରମ୍ଭ ହେବ । ରିପୋର୍ଟ ମୁତାବକ ଟି୨୦ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯିବ । ଟାଇମ୍ସ ଅଫ…

[ଭିଡ଼ିଓ] ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

ଭୁବନେଶ୍ୱର: ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ଭୁବନେଶ୍ୱର ବିମାନବନ୍ଦରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନବନ୍ଦରରୁ ସିଧା ରାଜ୍ୟ ଅତିଥି ଭବନ ପରେ ଲୋକସେବା ଭବନ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ…