Latest Odisha News

BREAKING NEWS

ରିଲିଜ୍ ଅପେକ୍ଷାରେ ଓଲିଉଡ ଫିଲ୍ମ “କଟକ ୱେଡ୍ସ ସମ୍ବଲପୁର”

ଭୁବନେଶ୍ୱର: ଓଲିଉଡ ବକ୍ସ ଅଫିସ୍ ଫାଇଟରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ରୋମାଣ୍ଟିକ ମୁଭି କଟକ ୱେଡ୍ସ ସମ୍ବଲପୁର । ଏଥିରେ ଲିଡ୍ ପେୟାର ଭାବେ ନଜର ଆସିବେ ସମ୍ବିତ ଆଚାର୍ଯ୍ୟ ଓ ନବାଗତା ସୁସ୍ମିତା ପ୍ରଧାନ । ବାପି ଡେଭିଡଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବହୁ ଜଣାଶୁଣା କଳାକାରଙ୍କୁ…

ଝାରସୁଗୁଡାରେ କେନ୍ଦ୍ର ରେଳମନ୍ତ୍ରୀ : ଦୋକାନୀଙ୍କ ସହ କଥା ହେଲେ , ରେଳ ପ୍ରକଳ୍ପର ସମୀକ୍ଷା କଲେ

ଝାରସୁଗୁଡା : ଦୁଇ ଦିିନିଆ ଝାରସୁଗୁଡା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଆଜି ସକାଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଝାରସୁଗୁଡା ରେଳ ଷ୍ଟେସନ ବୁଲି ଦେଖିଛନ୍ତି । ଷ୍ଟେସନ ପରିସରରେ ଉଠା ଦୋକାନୀଙ୍କ ଠାରୁ ରେଳମନ୍ତ୍ରୀ ଚା ଓ ବିସ୍କୁଟ ଖାଇବା ସହ ଦୋକାନୀ ମାନଙ୍କ ସହ…

୧୧ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ଦିଲ୍ଲୀ: ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ। ୧୧ଜଣ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୧ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରମନାଥ କୋବିନ୍ଦ । ୭ଜଣଙ୍କୁ ପଦ୍ମବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଓ…

୧୦ରେ ମୁକ୍ତିଲାଭ କରିବ ରବୀନାଙ୍କ ପ୍ରଥମ ୱେବ୍ ସିରିଜ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ ପ୍ରତମ ୱେବ୍ ସିରିଜ୍ 'ଅରଣ୍ୟକ'ରେ ଡିସେମ୍ବର ୧୦ରେ ମୁକ୍ତିଲାଭ କରିବ। ଏଥିରେ ରବୀନା ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ୱେବ୍‌ ସିରିଜ ଜରିଆରେ ରବୀନା ପ୍ରଥମ ଥର ପାଇଁ ଓଟିଟିରେ ପାଦ ଦେଇଛନ୍ତି। ଏହା ନେଟଫ୍ଲିକ୍ସରେ…

ମେଡ଼ିକାଲରେ ଡ଼ାକ୍ତରଙ୍କ ଆତଙ୍କରାଜ୍, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ପୁରୀ: ଗାଡ଼ି ପାର୍କିଂକୁ ନେଇ ସିକ୍ୟୁରିଟି ଗାର୍ଡ଼ ଓ ପୋଲିସ କର୍ମଚାରୀଙ୍କୁ ଲୁହା ରଡ଼ରେ ପିଟିଲେ ଡ଼ାକ୍ତର। ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ। ମଦ୍ୟପାନ କରି ଡ଼ାକ୍ତର ଜଣକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏନେଇ ଡ଼ାକ୍ତରଖାନା ପରିସରରେ କିଛି ସମୟ…

ଆସୁଛି ଓଲିଉଡ ଫିଲ୍ମ “ଧରମା ରେ” ବିଶୁ ମହାରଣା ଅବତାରରେ ସମ୍ବିତ ଆଚାର୍ଯ୍ୟ

ଭୁବନେଶ୍ୱର: ଆଧୁନିକତାର ଛାପ ଓ ନକଲ ଛାଡି ଓଡିଶାର ଐତିହ୍ୟ ଓ ପରମ୍ପରା ଉପରେ ମନୋନିବେଶ କରିଛି ଓଲିଉଡ ଜଗତ । ଆଗାମୀ ଦିନରେ ଖୁବଶୀଘ୍ର ଓଡିଶାର ପୁରାତନ କୋଣାର୍କ ମନ୍ଦିର ଉପରେ ଆଧାରିତ ଏକ ଐତିହାସିକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ଟାଇଟଲ ରହିଛି “ଧରମା ରେ” । ଏଥିରେ ଧରମା…

ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ଶିଳ୍ପାଙ୍କ ସହ ନଜର ଆସିଲେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ତଥା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆଠୁ ନିଜକୁ ଦୂରେଇ ରଖିଥିଲେ। ରାଜ ଜେଲରୁ ମୁକୁଳିବା…

ଚୀନରେ ଛୋଟ ପିଲାଙ୍କୁ ଦିଆଯାଉଛି କୁକୁଡା ରକ୍ତ !

ବେଜିଂ: ଚୀନରେ ଏବେ ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ସାରା ବିଶ୍ୱ ଚକିତ ହୋଇପଡିଛି । ଏଠାରେ ଛୋଟ ପିଲାମାନଙ୍କୁ କୁକୁଡା ରକ୍ତ ଇଂଜେକସନ ମାଧ୍ୟମରେ ଦିଆଯାଉଛି । ଏହା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର ହେବ ଏବଂ ପିଲାମାନେ ସ୍ମାର୍ଟ ଏବଂ ଫିଟ ରହିବେ ବୋଲି ଚୀନ ଡାକ୍ତର ଯୁକ୍ତି…

କରୋନା ଟିକା ନେଇ ରାତାରାତି କୋଟିପତି ପାଲଟିଲେ ମହିଳା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ଏଡାଇବା ପାଇଁ ସମଗ୍ର ବିଶ୍ୱରେ କୋଭିଡ ଟିକାକରଣ ଦ୍ରୁତ ଗତିରେ ଚାଲିଛି। ଯାହା କରୋନାକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହାର କାରଣ ହେଉଛି ପ୍ରାୟ ସମସ୍ତ ଦେଶ ନିଜ ନାଗରିକଙ୍କୁ ସଚେତନ କରାଇବା ଏବଂ କରୋନା ଟିକା ପାଇବାକୁ ଉତ୍ସାହିତ…

ଚର୍ଚ୍ଚାରେ ‘ଜଲ୍‌ସା’ରେ ଲାଗିଥିବା ୪ କୋଟିର ପେଣ୍ଟିଙ୍ଗ୍‌

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପରିବାର ସଦସ୍ୟଙ୍କ ଦିୱାଲୀ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଖାସ୍‌ ପେଣ୍ଟିଙ୍ଗ୍‌ ଦେଖିବାକୁ ମିଳିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଅମିତାଭ ବଚ୍ଚନ ତାଙ୍କ ପରିବାର ସଦସ୍ୟଙ୍କ ସହିତ ବସିଛନ୍ତି ଏବଂ ପଛରେ ଏକ…