Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନର ଡ଼େପୁଟି ମ୍ୟାନେଜର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡ଼େପୁଟି ମ୍ୟାନେଜର। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।…

ଟିକା ନେଇ ନଥିଲେ ମିଳିବନି ଦରମା

ମହାରାଷ୍ଟ୍ର: ଦେଶରେ ଟିକାକରଣ ଅଭିଯାନ ରେକର୍ଡ କରିଥିବା ବେଳେ ମହାରାଷ୍ଟ୍ରର ଥାନେ ମ୍ୟୁନିସିପାଲିଟି କର୍ପୋରେସନ କୋଭିଡ-୧୯ ଟିକା ନେଇନଥିବା କର୍ମଚାରୀଙ୍କୁ ଦରମା ଦିଆଯିବ ନାହିଁ ବୋଲି ବିଜ୍ଞପ୍ତି ଜାରି କରିଛି। ଟିକା ନାହିଁ ତ ଦରମା ବି ନାହିଁ। ଥାନେ ମେୟର ନରେଶ ମାସ୍କେଙ୍କ ସମେତ…

ତାଲିବାନର ଚେତାବନୀ ସତ୍ତ୍ୱେ ବି ଆଫଗାନିସ୍ତାନରେ ଜାରି ରହିଛି ଅଫିମ ଚାଷ

କାବୁଲ: ତେବେ ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣରେ ଯିବା ପରଠୁ ଆଫଗାନିସ୍ତାନରେ ଅଫିମ ଚାଷ ଉପରେ ତାଲିବାନ ରୋକ୍‌ ଲଗାଇଥିଲା। ତାଲିବାନର ଚେତାବନୀ ସତ୍ତ୍ବେ ବି ଆଫଗାନିସ୍ତାନରେ ଅଫିମ ଚାଷ ଜାରି ରହିଥିବା ଜଣାପଡ଼ିଛି। ଅଗଷ୍ଟ ୧୫ରେ ତାଲିବାନକୁ କ୍ଷମତାକୁ ଆସିବା ପରେ ତାଲିବାନର…

ରାଜ୍ୟରେ ଜାରି ରହିଛି ଶୀତ ଲହରି; ୧୫ ଡିଗ୍ରୀ ତଳେ ୭ ସହର

ଭୁବନେଶ୍ବର: ଆଜି ବି ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି। ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୭ ସହର। ୧୧ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡିଶାର ସବୁଠୁ ଥଣ୍ଡା ସହର ରହିଛି। ଫୁଲବାଣୀ ରେ ୧୨.୨ ଡ଼ିଗ୍ରୀ, ଟିଟଲାଗଡ ଏବଂ କେନ୍ଦୁଝରରେ ୧୩ .୮ ଡ଼ିଗ୍ରୀ, କୋରାପୁଟରେ ୧୪.୦ଡ଼ିଗ୍ରୀ,…

ବାଲୁକା କଳା ଦ୍ୱାରା ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି। ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ମୃତ୍ୟୁ ତାଙ୍କର ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି। ଏନେଇ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର କଳା କରି…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ପୁନମ; ସ୍ୱାମୀ ଗିରଫ

ନୂଆଦିଲ୍ଲୀ: ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ୍‌ର ଅଭିଯୋଗ କରିଛନ୍ତି। ଏହା ପରେ ସୋମବାର ସନ୍ଧ୍ୟାରେ ପୋଲିସ ସାମଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ମାମାଲା ରୁଜୁ କରିବା ପରେ…

ଭୋପାଳ କମଳା ନେହେରୁ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ନବଜାତ ଶିଶୁଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳ ସହରରେ ଏକ ଦୁଃଖଦ ଘଟଣା ଘଟିଛି। ସହରର ଏକ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ଜଣ ନବଜାତ ଶିଶୁଙ୍କର ମୃତ୍ୟ ହୋଇଛି। କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩୬ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା…

ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ ଫିଲ୍ମ ‘ସୂର୍ଯ୍ୟବଂଶୀ’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବିଗ୍‌ ବଜେଟ୍ ମୁଭି ସୂର୍ଯ୍ୟବଂଶୀ ନଭେମ୍ବର ୫ରେ ମୁକ୍ତିଲାଭ କରିଥିଲା। ଫିଲ୍ମକୁ ଦର୍ଶକଙ୍କ ପ୍ରଶଂସା ମଧ୍ୟ ମିଳିଥିଲା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ। ସୂର୍ଯ୍ୟବଂଶୀ ନିର୍ମାତାମାନେ ଏହାର ଓଟିଟି ରିଲିଜ୍ ପାଇଁ ନେଟଫ୍ଲିକ୍ସ ସହିତ ଏକ ବଡ଼…

ରାଜ୍ୟରୁ ୨୯୬ କରୋନା ସଂକ୍ରମିତ ଚିହ୍ନଟ; ୫୮ ଛୁଆ ପଜିଟିଭ

ଭୁବନେଶ୍ବର: ଗତ କାଲିଠାରୁ ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୫୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୭୪ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା…

ଆଜି ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ହେବ ଆଲୋଚନା

ଭୁବନେଶ୍ୱର: ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହେବ ଜଗନମୋହନଙ୍କ ଦ୍ୱିପାକ୍ଷିକ ବୈଠକ। ଆଜି ସନ୍ଧ୍ୟା…