Latest Odisha News

BREAKING NEWS

ଭାରତରେ ଓମିକ୍ରନ ଆତଙ୍କ, କର୍ଣ୍ଣାଟକରୁ ୨ ଆକ୍ରାନ୍ତ ଚିହ୍ନଟ

ଦିଲ୍ଲୀ: ବିଶ୍ୱରେ ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନିଜର କାୟା ବିସ୍ତାର କରୁଥିବା ବେଳେ ଆସିଛି ବଡ଼ ଖବର । ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ…

ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ଯାଜପୁର ଜିଲ୍ଲାର ଚାଷୀମାନେ

ଯାଜପୁର : ଆସୁଛି ସାମୁଦ୍ରିକ ଝଡ 'ଜୱାଦ' । ଏଥିପାଇଁ ରାଜ୍ୟର ଉପକୂଳ ସହିତ ଅଧିକାଂଶ ଜିଲ୍ଲାରେ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଯାଜପୁର ଜିଲ୍ଲାର ଚାଷୀମାନେ। ବର୍ତମାନ ବିଲରେ ପାଚିଲା ଥାନ ଲହଡି ଭାଙ୍ଗୁଥିବା ବେଳେ ବର୍ଷା ଓ ବାତ୍ୟା ପୂର୍ବରୁ କିଭଳି ଅମଳ ହେବ…

[ଭିଡ଼ିଓ] ଗାଁରେ ଆତଙ୍କ ଖେଳାଉଛି ୨୬ ଟିକିଆ ହାତୀ ପଲ

କରଞ୍ଜିଆ : ଗାଁ ଭିତରେ ଦନ୍ତା ଦୌରାତ୍ମ୍ୟ। ଦିନ ଦିପହରରେ ଗାଁରେ ପଶି ଆତଙ୍କ ଖେଳାଉଛି ୨୬ ଟିିକିଆ ହାତୀ ପଲ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜରେ । ଧାନ ଅମଳ ସମୟ ହୋଇଥିବା ବେଳେ ପାଚିଲା ଧାନ ସବୁ ନଷ୍ଟ କରିଚାଲିଛନ୍ତି । ଯାହାକୁ ନେଇ…

ଅସହ୍ୟ ଋଣଭାର, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ଯୁବକ

ଯାଜପୁର: ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କଲେ ଯାଜପୁର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ଯୁବକ । ବ୍ୟବସାୟ ପାଇଁ ଋଣ ଆଣି ବିଫଳ ହେବାରୁ କିଛି ଏପରି ନିଷ୍ପତ୍ତି ନେଇଛନ୍ତି ରାକେଶ ଦାସ । ଏହି ଘଟଣା କେବଳ ଯାଜପୁର ନୁହେଁ ବରଂ ସାରା ଓଡିଶାରେ ଆଲୋଡନ ସୃଷ୍ଟି କରିଛି । ବିଂଝାରପୁର…

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍ଗ ବିରୁଦ୍ଧରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ ଜାରି । ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଜଣେ ଆରଆଇ ଚାକିରୀରୁ ବହିଷ୍କୃତ କରାଯାଇଛି। ଦୁଇ ଜଣ ପୂର୍ବତନ ଅଧିକାରୀଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ।…

ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ବିଜେଡିର ପ୍ରତିବାଦ

ଭୁବନେଶ୍ବର: ବିରୋଧୀଙ୍କ ହୋହାଲ୍ଲା ଭିତରେ ଅପରାହ୍ଣ ୪ଟା ଯାଏଁ ବିଧାନସଭା ମୁଲତବୀ । ବିରୋଧୀଙ୍କ ଏପରି ଆଚରଣକୁ ନେଇ ଶାସକ ଦଳର କ୍ଷୋଭ । ବିରୋଧୀ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଦେଇ ବିଧାନସଭା ଚାଲିବାକୁ ଦେଉନଥିବା ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି…

ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବାରୁ ଆସନ୍ତାକାଲିଠାରୁ ସମସ୍ତ ସ୍କୁଲ ବନ୍ଦ

ଦିଲ୍ଲୀ : ଆସନ୍ତା କାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ରହିବ । ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଦିଲ୍ଲୀରେ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି…

କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ଆରମ୍ଭ

କୋଣାର୍କ : କରୋନା କଟକଣା ମଧ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି କୋଣାର୍କ ମହୋତ୍ସବ ଓ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ । ଭର୍ଚୁଆଲ ମାଧ୍ୟମରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋତ୍ସବକୁ ଉଦଘାଟନ କରିଥିଲେ । ଓଡିଶୀ ଓ କଥକ ନୃତ୍ୟରେ କମ୍ପି ଉଠୁଛି ରଙ୍ଗମଞ୍ଚ। ଏହି କୋଣାର୍କ ମହତ୍ସୋବ…

‘ଗଦର -୨’ ସୁଟିଂ ଆରମ୍ଭ, ୨୦ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସନ୍ନି-ଅମିଷା

ମୁମ୍ବାଇ : ଦୀର୍ଘ ୨୦ ବର୍ଷ ପରେ ପୁଣି ପରଦାରେ ଦେଖିବାକୁ ମିଳିବ ‘ଗଦର-୨’। ଏହି ଫିଲ୍ମରେ ପୁଣି ସନ୍ନି ଦେଓଲ ଓ ଅମିଷା ପଟଲେ ନଜର ଆସିବେ।  ଫିଲ୍ମ ର ସୁଟିଂ ଆରମ୍ଭ ହୋଇଯାଇଛି। ସୁଟିଂ ସଟରେ ଆଜି ସନ୍ନି ଓ ଅମୀଷାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମେ ‘ଗଦର’ ଏକ ପ୍ରେମ କଥା ସିନେମା ୧୯୪୭…

ମୋଷ୍ଟ ଓ୍ୱାଣ୍ଟେଡ୍ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର: ନିଶା ବେପେରୀ ଅନୀଲ ପାଣ୍ଡିକୁ ମୋଷ୍ଟ ଓ୍ୱାଣ୍ଡେଡ୍ ଘୋଷଣା କଲା ଏସଟିଏଫ୍ । ତାକୁ ଧରାଇ ଦେଲେ କିମ୍ବା ତା ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର ରାଶି । ଅନୀଲ ବିଷୟରେ ଖବର ଦେବା ପାଇଁ ଜାରି ହୋଇଛି ମୋବାଇଲ୍ ନମ୍ବର । ଏହି ମୋବାଇଲ୍ ନମ୍ବର ହେଲା ୭୮୯୪୪୨୩୬୧୦ ।…