Latest Odisha News

BREAKING NEWS

ଲାଞ୍ଚ ନେଇ ଫସିଲେ କମ୍ୟୁନିଟି ହେଲ୍ଥ ସେଣ୍ଟରର ଆକାଉଣ୍ଟାଣ୍ଟ ଓ ପିଅନ୍

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ବରପାଲି କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସି)ର ଆକାଉଣ୍ଟାଣ୍ଟ ଏବଂ ପିଅନ୍ ଶେଖର ଚନ୍ଦ୍ର ସାହୁ ଏବଂ ତମନ୍ନା ସାହୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଇଛନ୍ତି। ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ  ନେଉଥିବା ସମୟରେ ଉଭୟଙ୍କୁ ଓଡ଼ିଶା ଭିଜିଲାନ୍ସ…

ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଓଡ଼ିଶାକୁ ୪୪୪ କୋଟି

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟର ୨୦ଟି ଯୋଗ୍ୟ ଜିଲ୍ଲା ପଞ୍ଚାୟତ (ଜିଲ୍ଲା ପରିଷଦ), ୨୯୬ଟି ଯୋଗ୍ୟ ବ୍ଲକ ପଞ୍ଚାୟତ (ପଞ୍ଚାୟତ…

Earthquake: ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ; ୨୦ ମୃତ, ୧୫୦ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ସକାଳେ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । କୋଠାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।…

ଟ୍ରଫି ସହିତ ଶୋଇବା ଫଟୋ ଛାଡି ଚର୍ଚ୍ଚାରେ ହରମନପ୍ରୀତ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱ ଚାମ୍ପିୟନ ହେବା ପରେ ଖେଳାଳିମାନଙ୍କ ପାଦ ଖୁସୀରେ ତଳେ ଲାଗୁନି । ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ରାତିସାରା ଟ୍ରଫି ଜିତିବା ଖୁସୀ ଖେଳାଳିମାନେ ମନେଇଥିଲେ । ପ୍ରତ୍ୟେକ ଖେଳାଳି ଟ୍ରଫି ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । କେତେକ…

ବିହାରରେ କାହାର ପଲ୍ଲା ଭାରି ?

ପାଟନା: ବିହାର ନିର୍ବାଚନ କାଣ୍ଟେକା ଟକ୍କର ହେବ । କେହି ଛାତି ପିଟି କହିପାରିବେନି ଯେ ଆମେ ଜିତିବୁ । ଏଠାକାର ଭୋଟର ଦଳକୁ ମାନନ୍ତି ଆଉ ପ୍ରାର୍ଥୀଙ୍କୁ ବି ଗୁରୁତ୍ୱ ଦିଅନ୍ତି । ମାତ୍ର କେଇଖଣ୍ଡ ଭୋଟରେ ଖେଳ ଓଲଟିଯାଏ । ଅନେକ ସମୟରେ ଜିତୁଜିତୁ ହାରିବାର ସ୍ୱାଦ ମଧ୍ୟ ଚାଖିବାକୁ ପଡେ । ୨୦୨୦…

Naxal Suppliers: ୨ ନକ୍ସଲ ସହଯୋଗୀଙ୍କୁ ବାନ୍ଧିଲା ପୋଲିସ; ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ରାୟପୁର:ଛତିଶଗଡ଼ରେ ସୁରକ୍ଷାବାହିନୀ ନିରନ୍ତର ସଫଳତା ହାସଲ କରୁଛନ୍ତି। ନକ୍ସଲ ଅପରେସନରେ ଅନେକ ଶୀର୍ଷ ନକ୍ସଲଙ୍କୁ ନିପାତ କରିବା ପରେ, ମାଓବାଦୀମାନେ ସାମୂହିକ ଆତ୍ମସମର୍ପଣ କରୁଛନ୍ତି। ଏହି ସମୟରେ ସୁରକ୍ଷାବାହିନୀର ନକ୍ସଲ ବିରୋଧୀ ଅଭିଯାନ ସଫଳତା ହାସଲ କରିବାରେ ଲାଗିଛି। ସୁକମାର…

ଟ୍ରମ୍ପଙ୍କ ଦାବି; ପାକିସ୍ତାନ କରୁଛି ପରମାଣୁ ଅସ୍ତ୍ର ପରୀକ୍ଷଣ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟ୍ରମ୍ପ କହିଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ ସକ୍ରିୟ ଭାବରେ ପରମାଣୁ ଅସ୍ତ୍ର ପରୀକ୍ଷଣ କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେଉଛି। ଯେତେବେଳେ କି ରୁଷ, ଚୀନ୍, ଉତ୍ତର…

ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ସୌମେନ୍ଦ୍ର ପ୍ରିୟଦର୍ଶୀ ସୋମବାର ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ପଞ୍ଚୁକର ଦ୍ୱିତୀୟ ଦିନରେ ତ୍ରିବିକ୍ରମ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ…

ଟି୨୦ ସିରିଜ ଅଧାରୁ ସ୍ୱଦେଶ ଫେରିବେ କୁଲଦୀପ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ଅଧାରୁ ଭାରତର ଷ୍ଟାର ସ୍ପିନର କୂଲଦୀପ ଯାଦବ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ୩ଟି ମୁକାବିଲା ଖେଳାଯାଇଛି । ସିରିଜ ୧-୧ ସମାନ ସ୍ଥିତିରେ ରହିଛି । କୁଲଦୀପ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ…

ମାମୁଁ ଘର ବୁଲିଯିବା ହେଲା କାଳ, ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଶିଶୁଙ୍କ ଜୀବନ

କଟକ: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ାରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପାଇଖାନା ଟାଙ୍କିରେ ଖସିପଡ଼ି ୩ ଶିଶୁଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ ୨ ନାବାଳକ ଏବଂ ଜଣେ ନାବାଳିକା ରହିଛନ୍ତି । ସେମାନେ ହେଲେ ୯ ବର୍ଷୀୟ ଅଙ୍କିତ ନାୟକ, ୭ ବର୍ଷୀୟା…