ବିଆଇପିଏଫର ଆଇଡିଏଟ୍-୨୦୨୪ ଅନୁଷ୍ଠିତ: ସମ୍ମିଳନୀରେ ଗୋଷ୍ଠୀ-କେନ୍ଦ୍ରିକ ଜଳବାୟୁ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଦସରା ସହଭାଗିତାରେ ଏହାର ପ୍ରମୁଖ ବାର୍ଷିକ ସମ୍ମିଳନୀର ୧୩ତମ ସଂସ୍କରଣ ଆଇଡିଏଟ୍-୨୦୨୪ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ଥିଲା “ଉତ୍କଳ ଉଦ୍ୟମ: ଜଳବାୟୁ ସ୍ଥାୟିତ୍ୱ ପାଇଁ ଗୋଷ୍ଠୀ-କେନ୍ଦ୍ରିକ ବିକାଶ” ।…