Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ, ୭ଟି ସ୍ଥାନରେ ଏକକାଳୀନ ଚଢାଉ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ । କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। କେନ୍ଦୁଝର ଅଫିସ ସହ ଭୁବନେଶ୍ବରରେ ଏକକାଳୀନ ରେଡ୍ ଚାଲିଛି। ଭୁବନେଶ୍ୱରରୁ ଏକ…

ବେଆଇନ ମସଜିଦକୁ ବିରୋଧ, ସିମଲାରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ସିମଲା: ସିମଲାରେ ଉତ୍ତେଜନା । ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଏକ ମସଜିଦ ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ କରି ଅସନ୍ତୁଷ୍ଟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପ୍ରସଙ୍ଗରେ ତାତିଛି ରାଜନୀତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କୌଣସି ପ୍ରକାର ଅପ୍ରୀତିକର…

ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ମିଳିବ ଶ୍ରମ ଭିତ୍ତିକ ନିଯୁକ୍ତି

ଭୁବନେଶ୍ୱର:  ଜଙ୍ଗଲ ଅଞ୍ଚଳରେ ଅବୈଧ ଗଛ କଟାକୁ ବନ୍ଦ କରିବା ପାଇଁ ଏବଂ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ୨୦୧୯-୨୦ ବର୍ଷ…

ସେଲିବ୍ରିଟି କରଦାତା: ଟପ୍‌ରେ କିଙ୍ଗ ଖାନ  

ସେଲିବ୍ରିଟି କରଦାତା : ଟପ୍‌ରେ କିଙ୍ଗ ଖାନ ଦେଶର ସେଲିବ୍ରିଟିମାନଙ୍କ ମଧ୍ୟରୁ କିଏ କେତେ ଆୟକର ଦେଉଛି? କିଏ ରହିଛି ଆଗରେ? କେତେ ଆୟକର ଦେଇଛନ୍ତି? ଫର୍ଚ୍ୟୁନ ଇଣ୍ଡିଆ ପକ୍ଷରୁ ଜାରି ସେଲିବ୍ରିିଟି ଆୟକର ତାଲିକାରେ ରହିଛି ଏସବୁ ପ୍ରଶ୍ନର ଉତ୍ତର । ତାଲିକାରେ ସିନେମା ଜଗତ ଓ ଭାରତୀୟ…

କୋଲକାତା ପୋଲିସର ଅଫର: ଟଙ୍କା ନିଅ, ଚୁପ୍ ରୁହ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଚାଲିଥିବା ବିକ୍ଷୋଭରେ ସାମିଲ ହୋଇଛନ୍ତି ପୀଡିତାଙ୍କ ପିତାମାତା ଓ ସଂପର୍କୀୟ । ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଜୁନିଅର ଡାକ୍ତରଙ୍କ ନ୍ୟାୟ ଲଢେଇରେ ଯୋଗ ଦେଇଛନ୍ତି ଅଭୟାଙ୍କ ପିତାମାତା । କୋହ ଓ ଯନ୍ତ୍ରଣା…

ଆଇଏମ ଶେଖର ସାହୁ ଜିତିଲେ ରାଜ୍ୟଗୋଷ୍ଠୀ ଚେସ ଚାମ୍ପିୟନଶିପ

ଭୁବନେଶ୍ୱର: ଆଇଏମ ଶେଖର ଚନ୍ଦ୍ର ସାହୁ ଶ୍ରୀଲଙ୍କାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚେସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭେଟେରାନ କାଟୋଗୋରୀ( ୬୦ ବର୍ଷରୁ ଊର୍ଦ୍ଧ୍ୱ) ବିଭାଗରେ ସେ ଏହି ସଫଳତା ହାସଲ କରିଛନ୍ତି । ୯ ରାଉଣ୍ଡରେ ସେ ୫ ପଂଏଟ ହାସଲ କରିଥିଲେ । କିଟ ଓ କିସର ଏହି…

ଅକ୍ଟୋବର ୫ ତାରିଖ ଛୁଟି ସତ୍ତ୍ଵେ ମଧ୍ୟ ଖୋଲା ରହିବା ହାଇକୋର୍ଟ

କଟକ: ଅକ୍ଟୋବର ୫ ତାରିଖକୁ କାର୍ଯ୍ୟଦିବସ ଘୋଷଣା କଲେ ହାଇକୋର୍ଟ । ଅକ୍ଟୋବର ୫ ତାରିଖ ଶନିବାର ସତ୍ତ୍ୱେ ମଧ୍ୟ ଖୋଲା ରହିବ ହାଇକୋର୍ଟ । ନୂଆଖାଇ ପାଇଁ ଆସନ୍ତା ୯ ତାରିଖ ଛୁଟିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପଶ୍ଚିମ ଓଡିଶାର ଗଣପର୍ବ…

ପାରା ଅଲିମ୍ପିକ୍ସ: ଜୁଡୋରେ କପିଳ ଜିତିଲେ ବ୍ରୋଞ୍ଜ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ୮ମ ଦିନ ଜୁଡୋରେ କପିଳ ପରମାର ବ୍ରୋଞ୍ଜ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୨୫ରେ ପଂହଚିଛି । ପୁରୁଷ ୬୦ କିଗ୍ରା ବିଭାଗରେ କପିଳ ବ୍ରାଜିଲର ଏଲିଲ୍ଟନ ଓଲିଭେରାଙ୍କୁ ସେ ପରାସ୍ତ କରି ଏହି ସଫଳତା ହାସଲ…

ବିଆଇପିଏଫର ଆଇଡିଏଟ୍‌-୨୦୨୪ ଅନୁଷ୍ଠିତ: ସମ୍ମିଳନୀରେ ଗୋଷ୍ଠୀ-କେନ୍ଦ୍ରିକ ଜଳବାୟୁ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଦସରା ସହଭାଗିତାରେ ଏହାର ପ୍ରମୁଖ ବାର୍ଷିକ ସମ୍ମିଳନୀର ୧୩ତମ ସଂସ୍କରଣ ଆଇଡିଏଟ୍‌-୨୦୨୪ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ  ଥିଲା “ଉତ୍କଳ ଉଦ୍ୟମ: ଜଳବାୟୁ ସ୍ଥାୟିତ୍ୱ ପାଇଁ ଗୋଷ୍ଠୀ-କେନ୍ଦ୍ରିକ ବିକାଶ” ।…

ଶେଷ ହେଉଛି କି ମେସି, ରୋନାଲ୍ଡୋଙ୍କ ଯୁଗ

ନୂଆଦିଲ୍ଲୀ: ନିକଟରେ ୩୦ଜଣ ଖେଳାଳିଙ୍କ ନାମ ବାଲ ଡି ଓର ପୁରସ୍କାର ପାଇଁ ଚୟନ କରାଯାଇଛି । ୨୦୦୩ ପରଠାରୁ ପ୍ରଥମ ଥର ପାଇଁ ଏହି ତାଲିକାରେ ବିଶ୍ୱର ଦୁଇ ମହାନ ଫୁଟବଲ ଖେଳାଳି ଲିଓନେଲ ମେସୀ ଓ କ୍ରିଷ୍ଟିଆନ ରୋନାଲ୍ଡୋ ସ୍ଥାନ ପାଇ ନାହାନ୍ତି । ଯାହାକୁ ନେଇ ମେସି ଓ ରୋନାଲ୍ଡୋଙ୍କ ଯୁଗ ଶେଷ…