Latest Odisha News

BREAKING NEWS

ଘରେ ରହି ଅନଲାଇନରେ କରିପାରିବେନି ‘ସୁଭଦ୍ରା’ ଆବେଦନ

ଭୁବନେଶ୍ୱର: ସୁଭଦ୍ରା’ ଫର୍ମକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ l ଘରେ ରହି ଅନଲାଇନରେ କରିପାରିବେନି ‘ସୁଭଦ୍ରା’ ଆବେଦନ’ l କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ହୋଇପାରିବ ଆବେଦନ l ସନ୍ଧ୍ୟାରୁ ଖୋଲିବ ପୋର୍ଟାଲ, କେନ୍ଦ୍ରରେ ଏବେଠୁ ଭିଡ଼ ଲଗାନ୍ତୁନି ବୋଲି…

‘ଏମର୍ଜେନ୍ସି’କୁ କୋର୍ଟ ଝଟକା: ମିଳିବନି ସାର୍ଟିଫିକେଟ 

ମୁମ୍ବାଇ : 'ଏମର୍ଜେନ୍ସି' କୁ କୋର୍ଟ ଝଟକା। ତୁରନ୍ତ ସାର୍ଟିଫିକେଟ ନଦେବାକୁ ସିବିଏଫସିକୁ ମନା କରିଦେଲେ କୋର୍ଟ। ବଲିଉଡ୍ କୁଇନ୍ ତଥା ମଣ୍ଡି ସାଂସଦ କଙ୍ଗନା ରଣାୱାତଙ୍କ ପିଛା ଛାଡୁନି ବିବାଦ। ବହୁ ଦିନ ପରେ ପୁଣି ସିନେମାରେ ଆସିବାକୁ ଯାଉଥିଲେ, ହେଲେ ସତେ ଯେପରି ତାଙ୍କ ସିନେମାକୁ…

ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା; ନିଲମ୍ବିତ ହେଲେ ନିଶାଡି ଶିକ୍ଷକ

ଯାଜପୁର: ଶିକ୍ଷକ ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା । ଅଭିଯୁକ୍ତ ଶିକ୍ଷକଙ୍କୁ ମହଙ୍ଗା ପଡିଲା ଏପରି କାରନାମା । ମାତାଲ୍ ଅବସ୍ଥାରେ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ନିଲମ୍ବିତ ହେଲେ ନିଶାଡି ଶିକ୍ଷକ । ଖବର ମୁତୀବକ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶିକ୍ଷା…

ଅସୁରକ୍ଷିତ ଗଜରାଜ : ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ

ଗୁଣୁପୁର: ଅସୁରକ୍ଷିତ ଗଜରାଜ। ପୁଣି ଏକ ହାତୀର ମୃତ୍ୟୁ। ଗୁଣୁପୁର ରେଞ୍ଜ ଫୁଲପୁଟି ସାନ ନଦୀ ବ୍ରିଜ୍ ନିକଟରେ ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଛି । କିଛି ଦିନ ହେବ ଦୁଇଟି ହାତୀ ଏହି ଅଞ୍ଚଳରେ ରହୁଥିଲେ। ସେଥି ମଧ୍ୟରୁ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବନ ବିଭାଗ l…

ଲୁହା ପଥର ଖଣିରେ ଖୋଳତାଡ କରୁଛି ସିବିଆଇ

କୋଇଡା: ଲୁହାପଥର ଖଣିରେ ଖୋଳତାଡ କରୁଛି ସିବିଆଇ। ଲୁହା ପଥରର ମାନ ବଦଳାଇବାରୁ ଶହ ଶହ କୋଟି ରାଜସ୍ବ କ୍ଷତି ହେବା ପରେ ବରସୁଆଁ ଲୁହାପଥର ଖଣିରେ ଚଢ଼ାଉ ଜାରି ରଖିଛି ସିବିଆଇ। ସେଠିକା ସେଲ୍ ଅଧିକାରୀଙ୍କୁ ଡାକି ପଚରାଉଚରା ଜାରିରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଟେନସା ସ୍ଥିତ ଆର୍.…

ଅତ୍ୟଧିକ ମୋବାଇଲ ବ୍ୟବହାର କଲେ ହୁଏ କି ବ୍ରେନ୍ କ୍ୟାନ୍ସର୍ ?

ମୋବାଇଲ୍ ଫୋନ୍ ଏବେ ସାରା ପୃଥିବୀରେ ବହୁଳ ଭାବରେ ବ୍ୟବହୃତ ହେଉଛି। ମୋବାଇଲ୍ ଫୋନ୍ ବା ସେଲୁଲାର୍ ଫୋନ୍ ଏବେ ଆଧୁନିକ ଟେଲି ଯୋଗାଯୋଗର ଏକ ଅଭିନ୍ନ ଅଙ୍ଗ ପାଲଟିଛି। ସାରା ପୃଥିବୀର ଅଧାରୁ ଅଧିକ ବ୍ୟକ୍ତି ଏବେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି। ଅନ୍ୟାନ୍ୟ ଫୋନ୍ ତୁଳନାରେ ମୋବାଇଲ୍ ଫୋନ୍…

କାହିଁକି ୩୦ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କିମ୍? 

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କ୍ରୁରତାର ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ। ଏପରି ଏକ ମାମଲାରେ ନଜରକୁ ଆସିଛି। ସେ ନିକଟରେ ୩୦ ସରକାରୀ କର୍ମଚାରୀଙ୍କୁ ଏକାଠି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। କାରଣ ଏହି କର୍ମଚାରୀମାନେ ବନ୍ୟା ସ୍ଥିତିରୁ ଜନତାଙ୍କୁ ରକ୍ଷା…

ଶୁଖିବାରେ ଲାଗିଛି ଦୁନିଆର ସବୁଠାରୁ ବଡ ନଦୀ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଶୁଖିବାରେ ଲାଗିଛି ଦୁନିଆର ସବୁଠୁ ବଡ଼ ନଦୀ । ଏପରି ଲାଗୁଛି ଯେପରି ଏହି ନଦୀ ଉପରେ କାହାର ଦୃଷ୍ଟି ପଡି ଯାଇଛି । ଗତ ୧୨୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦୁନିଆର ସବୁଠାରୁ ବଡ଼ ନଦୀ ଆମଜନ ନଦୀ ଶୁଖିବାରେ ଲାଗିଛି । ପରିସ୍ଥିତି ଏପରି ଜଟିଳ ହୋଇଛି ଯେ ଏହି ନଦୀର ଜଳ ବର୍ତ୍ତମାନ…

୧୨ ବର୍ଷ ହେଲା ଦିନକୁ ଅଧଘଣ୍ଟା ଶୋଉଛନ୍ତି ଏହି ବ୍ୟବସାୟୀ

ଜଣେ ସାଧାରଣ ବ୍ୟକ୍ତି ଦିନକୁ କେତେ ଘଣ୍ଟା ଶୁଅନ୍ତି ? ଏହାର ଉତ୍ତର ଆମେ ୫ ଘଣ୍ଟା, ୬ ଘଣ୍ଟା, ୭ ଘଣ୍ଟା ବା ୮ ଘଣ୍ଟା ବୋଲି କହୁ। ଆଉ ଆମ ଶରୀର ସୁସ୍ଥ ରହିବା ପାଇଁ ଅତିକମରେ ୬ ଘଣ୍ଟାର ନିଦ ଆବଶ୍ୟକ। କିନ୍ତୁ ଜାପାନର ଜଣେ ବ୍ୟକ୍ତି ବିଗତ ୧୨ ବର୍ଷ ହେଲା ପୂରା ଦିନରେ ମାତ୍ର ୩୦ ମିନିଟ୍…

କାହିଁକି ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଜବାନ? ତଦନ୍ତ କରୁଛି ପୋଲିସ

ରାୟପୁର: ଜଣେ ଯବାନ ନିଜକୁ ଗୁଳି କରି କଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲାର ନକ୍ସଲ ପ୍ରବଳ ଅଞ୍ଚଳ କୋସରୋଡା କ୍ୟାମ୍ପରେ । ମୃତ ଯବାନ ଜଣକ ହେଲେ ରାକେଶ କୁମାର (୩୧) । ସେ ୩୩ ବାଟାଲିୟନର ଯବାନ ଥିଲେ । ତେବେ ସେ ନିଜ ମୁଣ୍ଡକୁ ନିଜ…