ପୁରୀ : ପୁରୀ ରେଳ ଷ୍ଟେସନରୁ ପୁରୁଷୋତ୍ତମ ଏକ୍ସପ୍ରେସ(12802 )ର ଏସ2 ସ୍ଲିପର କୋଚର ଏକ ସିଟ ତଳୁ ଅଫୁଟା ଗୁଳି ମିଳିଛି। ଜବତ ହୋଇଛି ମୋଟ ୧୫୦ଟି ଜୀବନ୍ତ ଗୁଳି।ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ଥିବା ଏକ କଳା ବ୍ୟାଗକୁ ଆରପିଏଫ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବ୍ୟାଗ ଭିତରୁ ୧୫୦ଟି 8mm ଗୁଳି ମିଳିଥିଲା। ଏହା ପରେ ଆରପିଏଫ ପକ୍ଷରୁ ଜିଆରପିକୁ ଅବଗତ କରାଯାଇଥିଲା। ଜିଆରପି ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
BREAKING NEWS
- Nuapada Result: ରାଉଣ୍ଡ ୧୮ ସୁଦ୍ଧା ୫୯ ହଜାରରୁ ଅଧିକ ଭୋଟ ଆଗରେ ଜୟ, ସ୍ନେହାଙ୍ଗିନୀକୁ ଟପିଲେ ଘାସିରାମ…
- Bihar Election Result: ‘ମହାଗଠବନ୍ଧନ ପରାଜୟ ପାଇଁ ଦାୟୀ SIR’, ଅଖିଳେଶ ଯାଦବ କହିଲେ, “ଏବେ ଆମେ ଏହି ଖେଳ ଶେଷ କରିବୁ, ସେମାନେ…”
- Nuapada bypoll results: ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କଲେ ଘାସିରାମ; କହିଦେଲେ ବଡ କଥା…
- Bihar Result: ବିହାର ନିର୍ବାଚନ ଫଳାଫଳ: ସଂଖ୍ୟାଗରିଷ୍ଠତା ଟପି ଆଗୁଆ ଅଛି ଏନ୍ଡ଼ିଏ
- Deputy Chief Minister Visit New Delhi: ନୂଆଦିଲ୍ଲୀ ଗସ୍ତ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
- Bihar Results: ବିହାରରେ କଂଗ୍ରେସର ଲଜ୍ଜାଜନକ ସ୍ଥିତି, ସମସ୍ତଙ୍କୁ କାବା କଲା ଫଳାଫଳ…
- Kasturi turmeric: କସ୍ତୁରୀ ହଳଦୀର ଉପକାରିତା, ଜାଣନ୍ତୁ ଏହା ସାଧାରଣ ହଳଦୀଠାରୁ କେତେ ଭିନ୍ନ
- Nuapada Bypoll Results: ନୂଆପଡା ଗଡ ଏବେ ଜୟଙ୍କର…ରାଉଣ୍ଡ ୧୧ ସୁଦ୍ଧା ୫୦ ହଜାରରୁ ଅଧିକ ଭୋଟ ସହ ଆଗରେ…
- Bihar Election Result: ବିହାରରେ ବହୁ ଶୋଚନୀୟ ଅବସ୍ଥାରେ ମହାଗଠବନ୍ଧନ, ୧୯୦ରୁ ଅଧିକ ଆସନ ସହିତ NDA ଆଗରେ…
- Nuapada By‑Election: ନୂଆପଡାରେ ବଡ ବିଜୟ ମୁହାଁ ଜୟ ଢୋଲକିଆ, ପଛରେ ପଡିଛନ୍ତି ବିଜେଡି, କଂଗ୍ରେସ…
Comments are closed.