ପରିବହନ ବିଭାଗର କଡ଼ା ପଦକ୍ଷେପ; ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ‘ଆମ ବସ୍’ ଚଳାଇପାରିବେ ଡ୍ରାଇଭର
ଭୁବନେଶ୍ବର: 'ଆମ ବସ୍’ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ। ଏନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଯାହା ପରେ ପରିବହନ ସଚିବ ଉଷା ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ଏଣିକି ଡ୍ରାଇଭରଙ୍କର ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ।…