Latest Odisha News

BREAKING NEWS

କୋର୍ଟ ଏସ୍କର୍ଟ ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପୁରୀ:ପୁରୀ-କୋଣାର୍କ ରାସ୍ତା ବାଲିଗୁଆଳି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଲିଗୁଆଳି ଠାରେ କୋର୍ଟ ଏସ୍କର୍ଟ ଭ୍ୟାନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଓଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ପୁରୀ ସଦର ଥାନା ଅଞ୍ଚଳର କୁନା ବେହେରା। ସୂଚନାଥାଉକି, ଘଟଣାସ୍ଥଳରେ ପିସିଆର…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ: ଫିଟନେସ ଟେଷ୍ଟରେ ପାସ ହେଲେ କୋହଲି

ବେଙ୍ଗାଲୁର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଖେଳିପାରି ନ ଥିଲେ । ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ସେ ଫିଟ ଅଛନ୍ତି କି ନାହିଁ ତାହା ପ୍ରଶଂସକଙ୍କୁ ଚିନ୍ତାରେ…

Lightning Strike:ବଜ୍ରପାତର ତାଣ୍ଡବ:୩ ମୃତ;ବାଇକ ଉପରେ ଜଳିଗଲେ ୨

ଦେବଗଡ଼:ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ ଜଣ ମୃତ ଓ ୫ ଜଣ ଗୁରୁତର ହୋଇଛନ୍ତି। ଚଳନ୍ତା ବାଇକ୍ ଉପରେ ବଜ୍ରପାତ ହେବାରୁ ବାଇକ ସହ ୨ ଜଣ ବାଇକ ଆରୋହୀ ଜଳିଯାଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ବାରକୋଟ ବ୍ଳକ କାଉଁସିବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଟସିଂହ ଗ୍ରାମ ନିକଟରେ…

ଧୋନୀଙ୍କୁ ଫେଡେରରଙ୍କ ସହ ତୁଳନା କଲେ ସଞ୍ଜୁ, ଆଉ କୋହଲିଙ୍କୁ

ଚେନ୍ନାଇ: ୱିମ୍ବେଲଡେନ ଠିକ ପୂର୍ବରୁ ୱିକେଟକିପର ସଞ୍ଜୁ ସାମସନ ଭାରତୀୟ କ୍ରିକେଟରର ଦୁଇ ମହାନ ଖେଳାଳିଙ୍କୁ ଟେନିସ ଷ୍ଟାରଙ୍କ ସହ ତୁଳନା କରିଛନ୍ତି । ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ସୁଇଜରଲାଣ୍ଡର ରୋଜର ଫେଡେରରଙ୍କ ସହ ତୁଳନା କରିଛନ୍ତି । ଫେଡେରରଙ୍କ ପରି ଧୋନୀ ଧୈର୍ଯ୍ୟ ଓ ଶାନ୍ତିର ସହ…

Saranakula IIC:ଶରଣକୂଳ ପୂର୍ବତନ ଥାନା ଅଧିକାରୀ ନିଲମ୍ବିତ; ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନାର ପୂର୍ବତନ IIC ସୁଜିତ କୁମାର ଦାସ ନିଲମ୍ବିତ । ଶରଣକୂଳ ଥାନା ଅଧିକାରୀଙ୍କ ବିରୁଦ୍ଧରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ ଥାନାରୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।…

MBBS student Chandrika death case:ପୋଲିସ ରିମାଣ୍ଡରେ ଗଲେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ

ଭୁବନେଶ୍ବର:ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ତାଙ୍କ ପ୍ରେମିକ ଓଏଏସ ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୋଲିସ। JMFC-2 କୋର୍ଟ ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଗତ ଜୁନ୍ ୧୨ରେ ଭୀମସେନଙ୍କୁ ମୟୂରଭଞ୍ଜରୁ ଗିରଫ କରିଥିଲା…

ଆଉ ୪ ଦିନ ପରେ ସଚିନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ବୈଭବ

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶର ମାତ୍ର ୧୫ ବର୍ଷ ବୟସରେ ନିଜ ପ୍ରଦର୍ଶନ ମାଧ୍ୟମରେ ବିଶ୍ୱ କ୍ରିକେଟକୁ ପ୍ରଭାବିତ କରିପାରିଛନ୍ତି । ଘରୋଇ କ୍ରିକେଟ, ଆଇପିଏଲ ଏବଂ ଏବେ ଭାରତ ଏ ପକ୍ଷରୁ ଖେଳି ସେ ନିଜ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ଏବେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ…

ଆଇକନ ଫାର୍ମ ହାଉସ ଡକାୟତି ଘଟଣା: ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ,ଲୁଟ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ଗଞ୍ଜାମ:କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋକୁଳପଲ୍ଲୀ ନିକଟସ୍ଥ ଆଇକନ ଫାର୍ମ ହାଉସରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ । ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ସଫଳତାର ସହ ପର୍ଦ୍ଦାଫାଶ କରିଛି । ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଲୁଟ…

ମାଆ ହେବା ପରେ ମଧ୍ୟ ଜାରୀ ରହିବ କ୍ରିକେଟ କ୍ୟାରିୟର, ଆଇସିସି ଜାରୀ କଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ମାଆ ହେବା ପରେ ଅଧିକାଂଶ ମହିଳା କ୍ରିକେଟରଙ୍କ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା । ଏବେ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପୋଷ୍ଟ ପ୍ରେଗେନ୍ସି ପରେ କିପରି ଖେଳାଳିଙ୍କ କ୍ୟାରିୟର ବଂଚି ରହିବ ସେଥିପାଇଁ ଯତ୍ନବାନ ହୋଇଛନ୍ତି । ଏଥିପାଇଁ ଆଇସିସି ନୂତନ ଗାଇଡଲାଇନ୍ସ ଜାରୀ କରିଛି…

ଆସନ୍ତା ୨୯ରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା: ବର୍ଷା ଋତୁକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (STR) ଜୁନ୍ ୨୯ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ଚିନ୍ତା ଏବଂ ବର୍ଷା ସମୟରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି…