ଏଲଜିବିଟିକ୍ୟୁ ସମୁଦାୟଙ୍କ ପାଇଁ ଖୁସି ଖବର; ଖୋଲିପାରିବେ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ: ଏଲଜିବିଟିକ୍ୟୁ ସମୁଦାୟଙ୍କ ପାଇଁ ଅର୍ଥ ମନ୍ତ୍ରାଳୟର ନେଲା ବଡ଼ ନିଷ୍ପତ୍ତି । ଏଣିକି ଏଲଜିବିଟିକ୍ୟୁ ସମୁଦାୟଙ୍କର ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଉପରେ ରହିବ ନାହିଁ ପ୍ରତିବନ୍ଧକ । ଅର୍ଥାତ ସେମନେ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ । ଏହାସହିତ ନିଜ ସହଯୋଗୀଙ୍କୁ ବି ନୋମିନି…