Latest Odisha News

BREAKING NEWS

‘ଖୁବଶୀଘ୍ର ଆଦିବାସୀ ପାଠାଗାର ଓ ସଂଗ୍ରହାଳୟ ପ୍ରତିଷ୍ଠା ହେବ’

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ୧୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଆଜି ଏହାର ମୁଖ୍ୟ କ୍ୟାମ୍ପସ ସୁନାବେଡ଼ାଠାରେ ଏହି ଦିବସ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ବିଶ୍ୱବିଦ୍ୟାଳୟ ପତାକା ଉତ୍ତୋଳନ କରିବା ସହ…

ସତରେ କଣ ଏହି ଚୌକିରେ ଯିଏ ବସିବ ସେ ଆରପାରିକୁ ଯିବ !

ଲଣ୍ଡନ: ବିଜ୍ଞାନ ଯୁଗରେ ଏବେ ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଦୂର ହୋଇ ନାହିଁ । ନର୍ଥ ୟର୍କଶାୟରରେ ଏକ ମ୍ୟୁଜିୟମରେ ଏ ଭଳି ଏକ ଚୌକି ରହିଛି ଯାହାକୁ ଡେଥ ଚେୟାର କୁହାଯାଏ । ଲୋକଙ୍କ ମନରେ ଏବେ ବି ଭୟ ରହିଛି ଯେ, ଏହି ଚୌକିରେ ଯିଏ ବସିବ ସେ ଆରପାରିକୁ ଯିବ । ୩୦୦ ବର୍ଷ…

ଜାରିହେଲା ‘ସୁଭଦ୍ରା’ ଯୋଜନା ମାର୍ଗଦର୍ଶୀକା

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ମାର୍ଗଦର୍ଶୀକା । ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ଏହି ମାର୍ଗଦର୍ଶୀକା ପ୍ରସ୍ତୁତ କରିଛି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ।…

‘ରାଜ୍ୟରେ ବେଆଇନ ମଦ କାରବାରକୁ ସଂପୂର୍ଣ୍ଣ ମୂଳପୋଛ କରାଯିବ’

ଭୁବନେଶ୍ୱର: ବେଆଇନ ମଦ କାରବାର ଉପରେ ରାଜ୍ୟ ସରକାରଙ୍କ ଚଢ଼ାଉ ଜାରି ରହିଛି । ଅବକାରୀ ବିଭାଗର ବିଭିନ୍ନ ଟିମ୍ ସାରା ରାଜ୍ୟରେ ଚଢ଼ାଉ କରିବା ସହିତ ବେଆଇନ ମଦ, ମଦ ପ୍ରସ୍ତୁତି ସାମଗ୍ରୀଗୁଡ଼ିକ ଜବତ କରିଛନ୍ତି । ଏଥି ସହ କାରବାରରେ ସାମିଲ ବ୍ୟକ୍ତିଙ୍କୁ ଗିରଫ କରାଯିବା ସାଙ୍ଗକୁ ବ୍ୟବହୃତ…

୬ ରାଉଣ୍ଡ ଗୁଳି ଓ ପିସ୍ତଲ ସହ ଗଂଜେଇ ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମହାଦେବପାଳିରୁ ବନ୍ଧୁକ ସହ ୫୦ କେଜି ଗଂଜେଇ ଓ ଏକ କାର ଜବତ । ଆଜି ସନ୍ଧ୍ୟାରେ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ୍ ଓ ସଦର ରେଞ୍ଜ ବିନିକାଙ୍କ ମିଳିତ ଚଢ଼ାଉରେ ମହାଦେବପାଳି ନିକଟରେ ଏକ କାରକୁ ସଂନ୍ଦେହେରେ ଅଟକାଇଥିଲେ । କାର କୁ ଯାଞ୍ଚ ବେଳେ ଏକ…

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: କାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ବୈଠକରେ ଉପସ୍ଥାପନା ହେବ ଚଳିତ ଆର୍ଥିକ ବର୍ଷର ବଜେଟ୍‌ । ତେବେ ପରିଚାଳନା କମିଟି ବୈଠକ ପୂର୍ବରୁ ଆଜି ବସିଛି ଅର୍ଥ ସବ୍‌କମିଟି ବୈଠକ । ଆଜି ବସିଥିବା ଅର୍ଥ ସବ୍‌କମିଟି…

୩୦ ବର୍ଷ ପରେ ରଜନୀକାନ୍ତଙ୍କ ସହ ଅଭିନୟ କରିବେ ଅମୀର

ମୁମ୍ବାଇ : ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଅମୀର ଖାଁ ଅଭିନୟରୁ ବ୍ରେକ ନେଇଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଫିଲ୍ମ ଆସି ନାହିଁ । ସେ ଏବେ ନିଜର ହୋମ ପ୍ରଡକ୍ସନ ଫିଲ୍ମ ସିତାରେ ଜମୀନର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଇତି ମଧ୍ୟରେ ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଲୋକେଶ କନଗରାଜ…

ଧନୀ ତାଲିକାର ଶୀର୍ଷରେ ଗୌତମ ଆଦାନୀ

ନୂଆଦିଲ୍ଲୀ: ପୋର୍ଟ, ବିମାନବନ୍ଦର, ସିମେଣ୍ଟ ଏବଂ ସବୁଜ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପପତି ଗୌତମ ଆଦାନୀ ବର୍ତ୍ତମାନ ଏସିଆ ଏବଂ ଦେଶର ସବୁଠାରୁ ଧନୀ ବ୍ୟକ୍ତି ବନିଛନ୍ତି। ଦୀର୍ଘ ଦିନ ଧରି ନମ୍ବର ୧ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ। ହୁରୁନ୍…

‘ମୁଁ ବନ୍ଧୁକ ଓ ଦୁଷ୍କର୍ମର ଧମକରେ ଡରିବା ବାଲା ଝିଅ ନୁହଁ’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସେ ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ ସିଂ ମାନଙ୍କ ଦୁଷ୍କର୍ମ ମନ୍ତବ୍ୟରେ ପୁଣି ଥରେ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, 'ଆଜି ମୋତ…

ଆସନ୍ତାକାଲି ବନ୍ଦ ରହିବ କୋରାପୁଟ ଜିଲ୍ଲାର ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର

କୋରାପୁଟ: କାଲି କୋରାପୁଟ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ବର୍ଷା ପାଇଁ ରେଡ୍‌ ୱାର୍ଣ୍ଣିଂ ଥିବାରୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଏଥିସହ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବର୍ଷା ବେଳେ ଘରୁ ନବାହାରିବା ସହ…