ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ
ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ଜବତ ହେଲା ୮୦ କେଜି ସୁନା, ୧ କ୍ୱିଣ୍ଟାଲ ରୁପା । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ବେଳେ ଜବତ ହେଲା ସୁନା । ତେବେ ଏସବୁ ସୁନା କିଏ ଏବଂ କୁଆଡେ ନେଉଥିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ ।
ସୂଚନା ଅନୁସାରେ, ଭୁବନେଶ୍ବର…