Latest Odisha News

BREAKING NEWS

ବଲିଉଡରୁ ଓଲିଉଡ ସୁବୁଠି ଜନ୍ମାଷ୍ଟମୀ ସେଲିବ୍ରେସନ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ମୁମ୍ବାଇ: ଦ୍ବାପର ଯୁଗରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଜନ୍ମ ନେଇଥିଲେ କୃଷ୍ଣ।ସେହି ଦିନକୁ କୃଷ୍ଣ ଜନ୍ମ ବା ପବିତ୍ର ଜନ୍ମାଷ୍ଟମୀ ରୂପେ ପାଳନ କରାଯାଉଛି। ଏହି ଅବସରରେ…

ରେସ୍’ ୪ରେ ନଜର ଆସିବେ କି ସିଦ୍ଧାର୍ଥ ମଲହୋତ୍ରା…

ନୂଆଦିଲ୍ଲୀ: ପୁଣିଥରେ ପରଦାକୁ ଆସିବାକୁ ଯାଉଛି 'ରେସ୍'ର ସିକ୍ବେଲ୍। ରେସ୍ ୩ଟି ସିକ୍ବେଲ୍ ରିଲିଜ ହୋଇସାରିଥିଲା ବେଳେ ଏବେ ଆସିବାକୁ ଯାଉଛି ରେସ୍ ୪। ଏହା ଏକ ବିଗ୍ ବଜେଟ୍ ଚଳଚ୍ଚିତ୍ର ହେବ। ଏହି ସିନେମାରେ ମୁଖ୍ୟ ଭୂମିକାରେ ସୈଫ ଅଲି ଖାନ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସୈଫଙ୍କୁ…

ଖୋଜାହେବ ରତ୍ନଭଣ୍ଡାର ସୁଡଙ୍ଗ

ପୁରୀ: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିବା ଦିନଠୁ ଗୋଟିଏ ପ୍ରସଙ୍ଗ ଯାହା ବେଶ୍ ଚର୍ଚ୍ଚାରେ ଥିଲା ତାହା ହେଲା ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତ ସୁଡଙ୍ଗ । ଯାହାକୁ ନେଇ ଅନେକ ଲୋକ ଅନେକ ମତ ପ୍ରକାଶ କରିଛନ୍ତି । ସାରା ଓଡିଶା ଲୋକଙ୍କ ମଧ୍ୟରେ ବି ଏହାର ଉତ୍କଣ୍ଠା ଏବେ ବି ଭରି ରହିଛି ।…

ବଢୁଛି ବାର୍ଡ ଫ୍ଲୁ ସଂକ୍ରମଣ ଭୟ, ଆତଙ୍କିତ ନହେବାକୁ କହିଲା ବିଭାଗ

ପିପିଲି: ପୁରୀ ଜିଲ୍ଲା ପିପିଲିରେ ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ଲୋକଙ୍କ ମନରା ଛନକା । ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ । ଏଯାବତ ପିପିଲି ଅଞ୍ଚଳରେ ପ୍ରାୟ ୨୦ ହଜାର କୁକଡା ମାରିବା ନେଇ ମିଶନ ଆରମ୍ଭ ହୋଇଛି । ଆବଲ ପୁର ଗାଁରୁ ୫…

ଧାୱନଙ୍କ ପରେ ଏମାନେ ବି ନେଇପାରନ୍ତି ଅବସର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନର ଶିଖର ଧାୱନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜାତୀୟ ଦଳକୁ ଫେରିବା ସମ୍ଭାବନା କ୍ଷୀଣ ହେବାରୁ ସେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ପରେ ଆହୁରି ଅନେକ କ୍ରିକେଟର ଏହି ରାସ୍ତା ଆପଣାଇବେ ବୋଲି ଆଶା କରାଯାଉଛି । ଆସନ୍ତୁ ନଜର ପକାଇବା…

ଜେଲ ଭିତରେ ଅଭିନେତାଙ୍କ ମଉଜ, ଜେଲରଙ୍କ ସମେତ ୭ ନିଲମ୍ବିତ

ବେଙ୍ଗାଲୁରୁ: ରେଣୁକାସ୍ବାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁ ଜେଲରେ ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ। ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଜେଲ ପରିସରରେ ବସି ସିଗାରେଟ ଟାଣିବା ସହ କିଛି ଲୋକଙ୍କ ସହିତ ଚା ପିଉଥିବାର ନଜର ଆସିଥିଲେ। ଜେଲ ଭିତରେ ଦର୍ଶନଙ୍କୁ…

ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା କଲା କେନ୍ଦ୍ର

ଲେହ: ଲଦାଖରେ ୫ ନୂଆ ଜିଲ୍ଲାର ନାଁ ଘୋଷଣା କଲେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ ନୂଆ ଜିଲ୍ଲା ଗଠନ ନେଇ ସୂଚନା ଦେଇଛନ୍ତି । ଗୃହ ମନ୍ତ୍ରାଳୟ ଗଠନ କରିଥିବା ୫ ଜିଲ୍ଲାଗୁଡିକ ହେଲା; ଜନସ୍କାର, ଦ୍ରାସ୍‌, ଶାମ୍‌, ନୁବ୍ରା ଏବଂ…

ବାଲୁକାକଳାରେ ଦେବକୀ ନନ୍ଦନ, ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ

ପୁରୀ: ପବିତ୍ର ଜନ୍ମାଷ୍ଟମୀକୁ ନେଇ ସାରା ଦେଶ ଉତ୍ସବ ମୁଖର । ଶ୍ରୀକୃଷ୍ଣ ନାମରେ ଗୁଞ୍ଜରିତ ହେଉଛି ଗଗନ ପବନ । ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଦେବକୀ ନନ୍ଦନଙ୍କର…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ; ବସ ଯାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରି ଗୁଳିମାଡ

ବାଲୁଚିସ୍ତାନ: ପାକିସ୍ତାନର ବାଲୁଚିସ୍ତାନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାର ଦିନ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ବସରୁ ଯାତ୍ରୀଙ୍କୁ…

ବର୍ଷା ବିତ୍ପାତ: ନାଳରେ ଓଲଟି ପଡ଼ିଲା ଟ୍ରାକ୍ଟର, ପ୍ରଖର ସ୍ରୋତରେ ଭାସିଗଲେ ୧୯ ଜଣ

ଗାନ୍ଧୀନଗର: ଗୁଜୁରାଟର ଏକ ନାଳରେ ଟ୍ରାକ୍ଟର ଓଲଟି ଯିବା ଘଟଣାରେ ୧୯ ଜଣ ଭାସିଯାଇଥିବା ଖବର ଆସିଛି। ଏକ ନାଳର କଲଭର୍ଟ ପୋଲ ଅତିକ୍ରମ କରିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ୧୯ ଜଣ। ଏଭଳି ଘଟଣା ଘଟିଛି ଗୁଜୁରାଟର ମୋରବି ଜିଲ୍ଲା ଅନ୍ତର୍ଗତ ଧ୍ବାନା ଗ୍ରାମ…