ପୁଣି ଆସିବ ବିଜେପିର ଜମ୍ମୁ-କାଶ୍ମୀର ପ୍ରାର୍ଥୀ ତାଲିକା
ଶ୍ରୀନଗର: ପୁଣି ଆସିବ ବିଜେପିର ଜମ୍ମୁ-କାଶ୍ମୀର ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ଫେରାଇ ନେଲେ ସକାଳେ ଜାରି କରିଥିବା ୪୪ ଜଣିଆ ପ୍ରାର୍ଥୀ ତାଲିକା ।
ତେବେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ପକ୍ଷରୁ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ।…