କୋଲକାତା ଦୁଷ୍କର୍ମ, ହତ୍ୟା ଘଟଣା: କଲେଜର ପୂର୍ବତନ ପ୍ରିନ୍ସିପାଲ, ୪ ଡାକ୍ତରଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ
କୋଲକାତା: କୋଲକାତା ଆର୍ଜି କର ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ, ହତ୍ୟା ଘଟଣାରେ କଲେଜର ପୂର୍ବତନ ପ୍ରିନ୍ସିପାଲ ଓ ୪ ଡାକ୍ତରଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ପଲିଗ୍ରାଫ୍ ଟେଷ୍ଟ ପାଇଁ ସିଟି କୋର୍ଟଙ୍କଠୁ ଅନୁମତି ପାଇଲା ସିବିଆଇ । ମୃତ୍ୟୁ ପୂର୍ବରୁ ମହିଳା…