Latest Odisha News

BREAKING NEWS

ଏୟାରପୋର୍ଟରୁ ବିଦେଶୀ ସିଗାରେଟ୍ ଜବତ, ୮ ଅଟକ

ଭୁବନେଶ୍ୱର: ବିମାନବନ୍ଦରରୁ ବିଦେଶୀ ସିଗାରେଟ୍ ଜବତ। ୮ ଅଟକ। ବେଆଇନ ସିଗାର ଓ ସିଗାରେଟ୍‌ ଜବତ କଲା DRI ଓ କଷ୍ଟମ ବିଭାଗ। ୨୫ଟି ସିଗାରେଟ ପ୍ୟାକେଟ୍‌ ଓ ୪୦୦୦ ପିସ୍‌ ସିଗାର ଜବତ। ଜବତ ସିଗାର ଓ ସିଗାରେଟ୍‌ର ମୂଲ୍ୟ ୩୫ ଲକ୍ଷ ଟଙ୍କା। ସେମାନଙ୍କ ପାଖରୁ ୧୦ ଲକ୍ଷ ଟଙ୍କାର ବିଦେଶୀ…

ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଆଖିବୁଜା ଗୁଳିମାଡ଼, ସଫେଇ ଦେଲା ଆମେରିକା…

କାରାକାସ: ଭେନେଜୁଏଲା ରାଜଧାନୀ କାରାକାସରେ ଥିବା ରାଷ୍ଟ୍ରପତି ଭବନ ନିକଟରେ ଆଖିବୁଜା ଗୁଳିମାଡ ହୋଇଛି । ଭେନେଜୁଏଲାର ରାଜଧାନୀ କାରାକାସରେ ରାଷ୍ଟ୍ରପତି ଭବନ ନିକଟରେ ଏକ ସନ୍ଦେହୀ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଉକ୍ତ ଡ୍ରୋନକୁ ମାରି ଖସାଇଛି ଭେନେଜୁଏଲା ସେନା । ଘଟଣା ପରେ ଆଖପାଖ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା, ୧୮ ଦିନରେ ଗଲାଣି ୬ ଜୀବନ…

ଢାକା: ବାଂଲାଦେଶରେ ଗତ ୨୪ ଘଣ୍ଟାରେ ୨ ଜଣ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏକାକୁ ମିଶାଇ ୧୮ ଦିନରେ ୬ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି । ଗତକାଲି ରାଣା ପ୍ରତାପ ବୈରାଗୀ (୪୫)ଙ୍କୁ ହତ୍ୟା କରାଯାଇଥିବେଳେ, ଏବେ ମଣି ଚକ୍ରବର୍ତ୍ତୀ ନାମଙ୍କ ଜଣେ ଯୁବକଙ୍କୁ…

ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ ଲାଗିଲା କଟକଣା

ଭୁବନେଶ୍ୱର: ବିଏମସିକୁ ଘାରିଲା ବାୟୁ ପ୍ରଦୂଷଣ ଚିନ୍ତା। ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ ଲାଗିଲା କଟକଣା। ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ। ବାହାରେ ଆଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ମନା। ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର…

ବିଶ୍ୱକୁ ପୁଣି ଚମକାଇବ ଡିଆରଡିଓ, ଏହି ବର୍ଷ ଉଡାଣ ଭରିବାକୁ ଯାଉଛି LCA Mk-2, ଅଧ୍ୟକ୍ଷ କହିଲେ…

ନୂଆଦିଲ୍ଲୀ: ଭାରତ ରାଫେଲ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ସ୍ୱଦେଶୀ ଯୁଦ୍ଧ ବିମାନ, ତେଜସ୍ ମାର୍କ-୨, ଏହାର ପ୍ରଥମ ଉଡ଼ାଣ ଆରମ୍ଭ କରିବାକୁ ଯାଉଛି। ଏନେଇ ତାରିଖ ଘୋଷଣା କରାଯାଇଛି। ଡିଆରଡିଓ ଅଧ୍ୟକ୍ଷ 'ରକ୍ଷା ସୂତ୍ର' ପୋଡକାଷ୍ଟରେ ତେଜସ୍ ମାର୍କ-୨ର ବିକାଶ ଉପରେ ଏକ ପ୍ରମୁଖ…

Sonia Gandhi Health: ହଠାତ୍ ବିଗିଡିଲା ସୋନୀଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟ, ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିଗିଡିଲା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା । ତାଙ୍କୁ ମଙ୍ଗଳବାର ସକାଳେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ଏବଂ ସେ ଜଣେ ଚେଷ୍ଟ…

Slogans Against Modi, Shah: ହେବ ମୋଦୀ-ଶାହାଙ୍କ କବର…JNUରେ ତାତିଲେ ଛାତ୍ର

ନୂଆଦିଲ୍ଲୀ: ପୁଣି JNUରେ ପ୍ରତିବାଦର ସ୍ୱର ମୋଦି, ଶାହଙ୍କୁ ନେଇ ଦେଲେ ଆପତ୍ତିଜନକ ସ୍ଲୋଗାନ ଭାଇରାଲ ହେଉଛି ଭିଡ଼ିଓ ବିଜେପି ରଖିଲା କଡ଼ା ମନ୍ତବ୍ୟ କହିଲା, ଛଟପଟ ହେଉଛନ୍ତି... ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ପୁଣି ଥରେ ଖବରରେ। ଏହାର କାରଣ ପୁଣି ନୂଆ…

ପ୍ରକାଶ ପାଇବ ଉତ୍ତରପ୍ରଦେଶ SIRର ଡ୍ରାଫ୍ଟ, ଭୋଟର ତାଲିକାରୁ ବାଦ ପଡିଯିବ ଏତେ କୋଟି ନାଁ!

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଭୋଟର ତାଲିକାର ଡ୍ରାଫ୍ଟ ତାଲିକା ପ୍ରକାଶିତ ହେବ। ଏଥିରେ ରାଜ୍ୟର ପ୍ରାୟ ୧୨.୫୫ କୋଟି ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ ହେବ। ତଥାପି, ଏହି ତାଲିକାରୁ ୨.୮୯ କୋଟି ଭୋଟରଙ୍କ ନାମ ବାଦ ଦିଆଯାଇପାରେ। ଏଥିରେ ଯେଉଁମାନେ ସ୍ଥାନାନ୍ତରିତ…

Mohammed Mokim: ୧୨ ତାରିଖରେ ନୂଆ ଦଳ ପାଇଁ ମୂଳଦୁଆ ପଡିବ: ମୋକିମ

ଭୁବନେଶ୍ୱର: ନୂଆ ଦଳ ଗଠନ ନେଇ ବଡ ସୂଚନା ଦେଲେ ମହମ୍ମଦ ମୋକିମ । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଆସନ୍ତା ୧୨ ତାରିଖ ଅର୍ଥାତ୍ ଜାତୀୟ ଯୁବ ଦିବସରେ ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ । ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ । ମୋକିମ କହିଛନ୍ତି ଯେ, ଉପକୂଳ…