Latest Odisha News

BREAKING NEWS

Odisha Inflation: ଦେଶରେ କମ୍, ରାଜ୍ୟରେ ଅଧିକ; ପକେଟକୁ ଭାରୀ ବାଧୁଛି…ଓଡିଶା ରୋଷେଇ ଘରକୁ ମହଙ୍ଗା ଚଡକ…

ଭୁବନେଶ୍ୱର: ପର୍ବପର୍ବାଣୀ ପୂର୍ବରୁ ଓଡ଼ିଶାର ଘରୋଇ ବଜେଟ୍‌ ଉପରେ ବଢ଼ିଲା ଚାପ। ରୋଷେଇ ଘରର ଖର୍ଚ୍ଚ ବଢ଼ିବା ସହ ଅଗଷ୍ଟରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ବା ରିଟେଲ୍ ଇନ୍‌ଫ୍ଲେସନ୍‌ ୫.୫୨ ପ୍ରତିଶତରେ ପହଞ୍ଚିଛି। ଜୁଲାଇରେ ଏହା ୪.୮୩ ପ୍ରତିଶତ ଥିଲା। ଅର୍ଥାତ୍‌ ମାତ୍ର ଗୋଟିଏ ମାସରେ…

ଭାରତୀୟ ଜାହାଜ ସହ ଧକ୍କା ହେଲା ପାକିସ୍ତାନୀ ଜାହାଜ, ନିନ୍ଦା କଲା…

ନୂଆଦିଲ୍ଲୀ: ଆରବ ସାଗରର ଅନ୍ତର୍ଜାତୀୟ ଜଳସୀମାରେ ଏକ ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜ ଧକ୍କା ହୋଇଛି। ଏହା ପୂର୍ବରୁ ୨୦୧୧ରେ ଭାରତ ଏବଂ ପାକିସ୍ତାନୀ ଜାହାଜ ମଧ୍ୟରେ ଏକ ଧକ୍କା ହୋଇଥିଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ଯୁଦ୍ଧଜାହାଜ ଏକ…

ସେନା ମେଡାଲ୍‌ ବିଜେତାଙ୍କୁ ଆଜୀବନ ଟ୍ରେନ୍‌ ଯାତ୍ରା ମାଗଣା

ନୂଆଦିଲ୍ଲୀ: ଦେଶର ସାହସୀ ସୈନିକ ଏବଂ ସେମାନଙ୍କ ପରିବାରକୁ ସମ୍ମାନିତ କରିବା ପାଇଁ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେନା ପଦକ, ନୌସେନା ପଦକ ଏବଂ ବାୟୁସେନା ପଦକ ପାଇଥିବା ସୈନିକମାନେ, ସେମାନଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କ ସହିତ ଏବେ ଭାରତୀୟ ରେଳରେ…

Flight Scare: ଆକାଶରେ ହଠାତ୍‌ ଥରିଲା ଫ୍ଲାଇଟ୍‌, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍‌…ତା’ ପରେ କିଛି ଏମିତି…

ମୁମ୍ବାଇ: ଅଭିନେତ୍ରୀ ତଥା ଗାୟିକା ଶେହନାଜ ଗିଲଙ୍କ ଫ୍ଲାଇଟ୍‌ ଯାତ୍ରା ବେଳେ ହଠାତ୍‌ ଟର୍ବୁଲେନ୍ସ ଯୋଗୁଁ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆକାଶରେ ବିମାନ ହଠାତ୍‌ ହଲଚଲ ହେବାରୁ ଶେହନାଜ ଭୟଭୀତ ହୋଇପଡ଼ିଥିଲେ। ସେହି ସମୟରେ ସେ ବାରମ୍ବାର ‘ୱାହେଗୁରୁ’ଙ୍କ ନାମ ଜପୁଥିବା…

UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?

ନୂଆଦିଲ୍ଲୀ: ଆଜିକାଲି ଭାରତୀୟ ଡିଜିଟାଲ ଅର୍ଥନୀତିରେ UPI ସମ୍ପର୍କରେ ଏକ ନୂତନ ବିତର୍କ ଏବଂ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ଏବଂ NPCI ଦ୍ୱାରା ₹୨୦୦୦ ରୁ ଅଧିକ ବାଣିଜ୍ୟ କାରବାର ଉପରେ ୦.୪% ବାଣିଜ୍ୟ ରିହାତି ହାର ଲାଗୁ କରିବାର ଏକ ନୂତନ ବିଜ୍ଞପ୍ତି ଚିନ୍ତା ସୃଷ୍ଟି କରିଛି। ଯଦିଓ…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବୁଧବାର ଦିନ ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ହିଞ୍ଜିଳିକାଟୁ ପୌରପାଳିକା ଅନ୍ତର୍ଗତ ଗଜପତି ମାର୍ଗ ଅଞ୍ଚଳର ଆଦର୍ଶ ସାହୁ (୧୪) ଏବଂ ଗାୟତ୍ରୀ ନଗରର ପ୍ରୀତମ୍ ସାମେଲି (୧୪)।…

ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..

ରିୟାଦ: ଇସଲାମର ପବିତ୍ର ନଗରୀ ମକ୍କା ଇତିହାସରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି କରାଯାଇଛି। ସାଉଦି ଆରବର ନାଗରିକ ପ୍ରତିରକ୍ଷା ଏକ ଜରୁରୀକାଳୀନ ସତର୍କତା ଜାରି କରିଛି। ଉକ୍ତ ଆଲର୍ଟରେ ବାସିନ୍ଦାମାନଙ୍କୁ ନିରାପଦ ସ୍ଥାନକୁ ଯିବାକୁ ଏବଂ ବିପଦ ଦୂର ନହେବା ପର୍ଯ୍ୟନ୍ତ ଝରକା ଏବଂ ଦ୍ୱାରରୁ…

Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ…

ନୂଆଦିଲ୍ଲୀ: ଅନ୍ତରୀକ୍ଷ ଏବେ କେବଳ ବୈଜ୍ଞାନିକ ଗବେଷଣା କିମ୍ବା ସାଟେଲାଇଟ୍‌ର ଦୁନିଆ ନୁହେଁ। ମହାକାଶକୁ ନେଇ ବଢ଼ୁଛି ସାମରିକ ପ୍ରତିଦ୍ୱନ୍ଦ୍ୱିତା। ଆଉ ଏହାରି ମଧ୍ୟରେ ଏକ ବଡ଼ ଦାବି କରିଛି ଆମେରିକା। ଆମେରିକାର ସ୍ପେସ୍ ଫୋର୍ସ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସ୍ୱୀକାର କରିଛି ଯେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ବୁଧବାର ଦିନ ଶ୍ରୀଜିଉଙ୍କ 'ମହାସ୍ନାନ' ନୀତି ଅନୁଷ୍ଠିତ ହୋଇଥିଲା। ଯାହା ଫଳରେ ପ୍ରାୟ ଏକ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ସକାଳେ ମନ୍ଦିର ଦ୍ୱାର ଖୋଲିବା ପରେ ଦୈନନ୍ଦିନ ନୀତିକାନ୍ତି ସ୍ୱାଭାବିକ…

Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!

ନୂଆଦିଲ୍ଲୀ: ଇସ୍ରାଏଲକୁ ୪୦ ହଜାର ଶକ୍ତିଶାଳୀ ବମ୍! ଅଟକାଇଥିଲେ ବାଇଡେନ୍, ଟ୍ରମ୍ପ ଦେଲେ ଗ୍ରୀନ୍ ସିଗନାଲ୍! ମଧ୍ୟପ୍ରାଚ୍ୟରେ ଆହୁରି ଭୟଙ୍କର ହୋଇପାରେ ଯୁଦ୍ଧ । ନିଆଁରେ ଘିଅ ଢାଳିବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଇସ୍ରାଏଲକୁ ବଡ଼ ସାମରିକ ସହାୟତା…