Latest Odisha News

BREAKING NEWS

କୋଲକାତା ଲଜ୍ଜା: ଆଜିଠୁ ରାସ୍ତାରେ ଡାକ୍ତରଙ୍କ ଓପିଡି ସେବା

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶ ଏବେ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ଘଟଣାକୁ ବିରୋଧ କରି ଆଜି ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଅଭିନବ ପ୍ରତିବାଦ କରିଛନ୍ତି। କୋଲକାତାର ଆର୍‌ ଜି କର ମେଡିକାଲରେ ଜଣେ…

ନ୍ୟୁୟର୍କରେ ଭାରତୀୟ କଳା ସଂସ୍କୃତିର ଝଲକ, ୪୨ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ସୋନାକ୍ଷୀ ଓ ପଙ୍କଜ ତ୍ରିପାଠୀ ସାମିଲ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଭାରତୀୟ କଳା ସଂସ୍କୃତିର ଝଲକ। ରାମ ମନ୍ଦିର ଢାଞ୍ଚାର ପ୍ରଜ୍ଞାପନ ମେଢ଼ ସହ ପାରମ୍ପରିକ ବାଦ୍ୟ ଗୀତରେ କମ୍ପିଲା ନ୍ୟୁୟର୍କ ସହର। ୪୨ ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପରେଡରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା,…

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ, ଜେଏମଏମ୍ ଛାଡ଼ି ବିଜେପିରେ ଯୋଗ ଦେବେ କି ଚମ୍ପାଇ ସୋରେନ୍ ?

ଝାଡଖଣ୍ଡ: ବିଧାନସଭା ନିର୍ବାଚନ ଆଗରୁ ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ଼ ଝଟକା। ଝାଡଖଣ୍ଡ (ମୁକ୍ତିମୋର୍ଚ୍ଚା )ଜେଏମଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ ବିଜେପିରେ ମିଶିପାରନ୍ତି ବୋଲି କୁହାଯାଉଛି। ବିଦ୍ରୋହ ମୁଡରେ ଥିବା ଚମ୍ପାଇ…

ନକଲି ଚାବିରେ ଥାନାରୁ ବାଇକ୍ ଚୋରି, ବ୍ଲକିଂ ଚେକିଂ ବେଳେ ଧରିଲା ପୋଲିସ

ଭୁବନେଶ୍ୱର: ବ୍ଲକିଂ ଚେକିଂ ବେଳେ ନିଶାସକ୍ତ ଅବସ୍ଥାରେ ରଙ୍ଗ୍ ରୁଟରେ ବାଇକ ଚଳାଇ ଯାଉଥିବା ବେଳେ ଟ୍ରାଫିକ୍ ଥାନା ପୋଲିସ ହାବୁଡରେ ପଡିଥିଲେ ଯୁବକ। ବାଇକକୁ ଜବତ କରି ପୋଲିସ ପିଆର ଧରାଇଥିଲା। ତେବେ ପିଆର ନମ୍ବର ନେବାକୁ ଆସି ଟ୍ରାଫିକ ଥାନା-୨ ପରିସରରୁ ନକଲି ଚାବି ସାହାଯ୍ୟରେ ବାଇକ ଚୋରାଇ…

ରାକ୍ଷୀ ପୂର୍ଣ୍ଣିମା ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଆଜି ପ୍ରଭୁ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ତେଣୁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯାଇଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ…

୨୨ରେ ଇଡି ଅଫିସ ଘେରିବ କଂଗ୍ରେସ, ଶକ୍ତି ପ୍ରଦର୍ଶନ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସ ଘେରିବ କଂଗ୍ରେସ। ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପି ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ଆସନ୍ତା ୨୨ ତାରିଖ ଗୁରୁବାର ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ଓଡ଼ିଶା ପ୍ରଦେଶ…

ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ, ଆସନ୍ତା ଦୁଇ ଦିନ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇଛି। ଆଜି ରାଜ୍ୟରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଦୁଇ ଦିନ…

ବିରୋଧୀଙ୍କ ଟାର୍ଗେଟରେ ‘ପଛ ଦୁଆର’ ନିଯୁକ୍ତି

ନୂଆଦିଲ୍ଲୀ: ଲେଟରଲ୍ ଏଂଟ୍ରି ଜରିଆରେ ୪୫ଟି ସରକାରୀ ପଦବୀ ପୂରଣ ପାଇଁ ୟୁପିଏସସିର ବିଜ୍ଞାପନ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲେଟେରଲ ପ୍ରସଙ୍ଗରେ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ୪୫ଟି ବିଶେଷଜ୍ଞ ପଦବୀ…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୧ତମ ଛାୟା ଜାତିସଂଘ ରବିବାର ଉଦ୍‍ଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଛାୟା ଜାତିସଂଘକୁ ଉଦ୍‍ଘାଟନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଛାୟା ଜାତିସଂଘ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠି…

ବୁମରାହଙ୍କ ଶୈଳୀରେ ବୋଲିଂ କରି ଚର୍ଚ୍ଚାରେ ଛାତ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ପେସର ଯଶପ୍ରୀତ ବୁମରାହ ତାଙ୍କ ବୋଲିଂ ପ୍ରଦର୍ଶନ ବଳରେ ଭାରତକୁ ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି । ତାଙ୍କ ନିଆରା ବୋଲିଂ ଶୈଳୀ ଏବଂ ଲାଇନ ଲେନଥ ବୋଲିଂ ଯୋଗୁ ବ୍ୟାଟ୍ସମ୍ୟାନ ଅସୁବିଧା ପଡିଥାନ୍ତି । ଏବେ ନିକଟରେ ଜଣେ ସ୍କୁଲ ଛାତ୍ରୀ ବୁମରାହଙ୍କ…