ଛାତ୍ରଙ୍କ ପେଟରେ ଛୁରି ଭୁସିଲା ଛାତ୍ର
କୋରାପୁଟ: ଛାତ୍ରଙ୍କ ପେଟରେ ଛୁରି ଭୁସିଲା ଛାତ୍ର । ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପଞ୍ଚଡ଼ା ହାଇସ୍କୁଲ ହଷ୍ଟେଲରେ । ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଖବର…