Latest Odisha News

BREAKING NEWS

ଆସୁଛି ଗଣେଶ ପୂଜା; ଡିଜେ ବଦଳରେ ପାରମ୍ପାରିକ ବାଦ୍ୟକୁ ଅନୁମତି

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୂର୍ତ୍ତି ଗଢ଼ା କାମ ଜୋରସୋରରେ ଚାଲିଛି। ଏହାରି ମଧ୍ଯରେ ଗଣେଶ ପୂଜାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା…

କୋଲକାତା ଲଜ୍ଜା: ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରିବେ।…

ସିମ ବକ୍ସ ଆତଙ୍କୀ ଲିଙ୍କ୍: ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡ, ହୱାଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର

ଭୁବନେଶ୍ୱର: ସିମବକ୍ସ ଜରିଆରେ ଚାଲିଥିଲା କି ଆତଙ୍କୀ କାର୍ଯ୍ୟକଳାପ ? କାହିଁକି ବ୍ୟବହାର କରାଯାଉଥିଲା ଏହି ସିମ ବକ୍ସ ? ଟେଲିଫୋନିକ କଲ୍ ଜରିଆରେ ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚାଯାଉଥିଲା କି ? ଖୁବଶୀଘ୍ର ଖୁଲାସା ହେବ ଏଭଳି ବିଭିନ୍ନ ପ୍ରଶ୍ନର ଉତ୍ତର। କାରଣ ରାଜଧାନୀ ଭୁବନେଶ୍ୱରରୁ ସିମ୍…

୧୯ ବର୍ଷରୁ କମ ମହିଳା ଟି୨୦ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ମାଲେସିଆରେ ହେବାକୁ ଥିବା ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସଂସ୍କରଣ କାର୍ଯ୍ୟସୂଚୀ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ୧୮ ଜାନୁୟାରୀ ୨୦୨୫ରୁ ଏହା ଆରମ୍ଭ ହେବ ଏବଂ ଫେବୃୟାରୀ ୨ରେ ଫାଇନାଲ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ…

ଭାରତୀୟ କ୍ରିକେଟ ଟିମରେ ଆଉ ସୁଯୋଗ ପାଇ ନ ପାରନ୍ତି ଏହି ଖେଳାଳିମାନେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇବା ସମସ୍ତ କ୍ରିକେଟରଙ୍କ ସ୍ୱପ୍ନ ରହିଥାଏ । ପ୍ରଦର୍ଶନ ଭିତିରେ ସେମାନେ ଏହି ସ୍ଥାନ ବଜାୟ ରଖିଥାନ୍ତି । ଅନେକ ଖେଳାଳି ସୁଯୋଗ ପାଇ ନ ଥିବା ବେଳେ ଅନ୍ୟମାନେ ଏହାକୁ ହାତଛଡା କରିଛନ୍ତି । ଆସନ୍ତୁ ନଜର ପକାଇବା ଏ ଭଳି କେତେକ କ୍ରିକେଟରଙ୍କ…

ଖୁବ୍‌ ଶୀଘ୍ର ଦୂର ହେବ ଆଳୁ ସଙ୍କଟ, ୟୁପିରୁ ଟ୍ରେନ୍‌ରେ ଆସିବ ଆଳୁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ଏହାରି ଭିତରେ ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବା ନେଇ ସୂଚନା ରହିଛି। ଉତ୍ତରପ୍ରଦେଶରୁ ଟ୍ରେନ୍‌ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ…

ଦୁଇଟି ପୃଥକ ଘଟଣାରେ ଚାଲିଗଲା ୨ ହାତୀଙ୍କ ଜୀବନ

ରେଢ଼ାଖୋଲ/ବଣାଇ: ସଙ୍କଟରେ ଅଛନ୍ତି ଓଡ଼ିଶା ହାତୀ। କେଉଁଠି ବିଦ୍ୟୁତ ତାର ଲାଗି ତ କେଉଁଠି ରେଳ ଧରଣାରେ କଟି ହାତୀମାନଙ୍କର ମୃତ୍ୟୁ ଘଟୁଛି। ରେଢାଖୋଲ ଡ଼ିଭିଜନ ନାକଟିଦେଉଳ ରେଞ୍ଜ ଚରଡପଶି ଗାଁ ନିକଟ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ। ମୃତ ହାତୀର ବୟସ ୧୦ ବର୍ଷ ବୋଲି…

ବଢୁଛି କଂଗ୍ରେସ କଳି: ପୁଣି ଅସନ୍ତୋଷ ଝାଡିଲେ ତାରା

ଭୁବନେଶ୍ବର: ରାଜ୍ୟରେ ଏବେ କଂଗ୍ରେସର ସ୍ଥିତି ଦୟନୀୟ ଥିବା ବେଳେ ଦିନକୁ ଦିନ ବଢିବାରେ ଲାଗିଛି ଦଳୀୟ କନ୍ଦଳ । ସ୍ଥିତି ଏମିତି କି ଯେ ନିର୍ବାଚନକୁ ପାଖାପାଖି ଅଢେଇ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସକୁ ମୁଖିଆ ମିଳିପାରିଲେ ନାହିଁ । ଅତି କଷ୍ଟରେ ଚଳିତ ବିଧାନସଭାର…

ଋଷରେ ୭.୦ ତୀବ୍ରତାର ଭୂକମ୍ପ ପରେ ଫାଟିଲା ଆଗ୍ନେୟଗିରି

ମସ୍କୋ: ଋଷର ପୂର୍ବ ଉପକୂଳରେ ୭.୨ ତୀବ୍ରତାର ଏକ ଭୂକମ୍ପ ପରେ  ଶିଭେଲୁଚ୍ ଆଗ୍ନେୟଗିରି ଉଦଗୀରଣ ହୋଇଛି। ଆଗ୍ନେୟଗିରିର ଉଦଗୀରଣ ଯୋଗୁ ୮ କିଲୋମିଟର ଉଚ୍ଚରେ ପାଉଁଶ ଉପରକୁ ଉଠିଥିବା ଜଣାପଡିଛି। ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଏହି ଅଗ୍ନି…

ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ: ‘ତଦନ୍ତ ଚାଲିଛି, ସବୁ ସ୍ପଷ୍ଟ ହେବ’

ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚକୁ ନେଇ ଏବେ ତାତିଛି ରାଜନୀତି । ସେ ତାଙ୍କ ବ୍ୟକ୍ତିଗତ କାମରେ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ କେତେ ଖର୍ଚ୍ଚ ହୋଇଛି, ସରକାରୀ…