ସାହେବ, ମୁଁ ଜୀବିତ; ବେକରେ ପ୍ଲାକାର୍ଡ ଝୁଲାଇ ଡିଏମଙ୍କ ଅଫିସରେ ପହଞ୍ଚିଲେ ବୃଦ୍ଧା
ଲକ୍ଷ୍ନୌ: ସାହେବ, ମୁଁ ଜୀବିତ। ବେକରେ ପ୍ଲାକାର୍ଡ ଝୁଲାଇ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଦୁଇ ବୃଦ୍ଧା। ସେମାନେ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତା ପାଉ ନାହାଁନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଜୌନପୁର ଅଞ୍ଚଳରେ।
ସୂଚନା ଅନୁଯାୟୀ, ପ୍ରାୟ ୨ ବର୍ଷ ହେବ…