Latest Odisha News

BREAKING NEWS

ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ; ଅଲଗା ହେବ +୨ ଓ + ୩ ମହାବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ। ଅଲଗା ହେବ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟଳୟ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ +୨ ଓ +୩…

ମହିଳା ଟି୨୦ ବିଶ୍ୱକପ: ବାଂଲାଦେଶ ବୋର୍ଡ ପ୍ରସ୍ତାବକୁ ଅଗ୍ରାହ୍ୟ କଲା ବିସିିସିଆଇ

ନୂଆଦିଲ୍ଲୀ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଚଳିତ ବର୍ଷ ୨୦ ଅକ୍ଟୋବରରୁ ଏହା ବାଂଲାଦେଶରେ ଆୟୋଜନ ହେବାରେ ଅଛି । ତେବେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ହିଂସା ଯୋଗୁ ଏଠାରେ ଏହା ଆୟୋଜନ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଇତି ମଧ୍ୟରେ ବାଂଲାଦେଶ ବୋର୍ଡ ବିସିସିଆଇକୁ ଏହା…

ନୂତନ ଏନସିଏରେ ଅଲିମ୍ପିଆନମାନେ କରିପାରିବେ ଅଭ୍ୟାସ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ଆଥଲେଟମାନେ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେକ୍ରେଟାରୀ ଜୟ ଶାହ ଏକ ବଡ ଘୋଷଣା କରିଛନ୍ତି । ଖୁବ ଶୀଘ୍ର ନୂତନ ଜାତୀୟ କ୍ରିକେଟ ଏକାଡେମୀର ନିର୍ମାଣ କାର୍ଯ୍ୟ…

ଆସାମର ୨୪ ସ୍ଥାନରେ ବୋମା; ଉଲ୍ଫା(ଆଇ)ର ଧମକପରେ ସର୍ଚ୍ଚ ଅପରେସନ ଆରମ୍ଭ

ଗୌହାଟି: ଦେଶ ପାଳୁଛି ସ୍ବାଧୀନତା ଦିବସ। ଏହି ଅବସରରେ ଆସାମରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଉଲ୍ଫା(ଆଇ) ରାଜ୍ୟର ୨୪ଟି ସ୍ଥାନରେ ବୋମା ରଖିଥିବା ଦାବି କରିଛି। ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା ବେଳେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଛି ଏହି ଧମକ।…

ବିଶ୍ବ ପାଇଁ ବିପଦ ସାଜିଛି ମଙ୍କିପକ୍ସ; ଜାଣନ୍ତୁ ଏହାର ଲକ୍ଷଣ ଓ କିପରି କରିବେ ନିଜକୁ ରକ୍ଷା

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସ ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ୨୦୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଆଫ୍ରିକାରେ ମଙ୍କିପକ୍ସ ଭାଇରସ ଦ୍ରୁତ…

ରତ୍ନଭଣ୍ଡାର ପ୍ରସଙ୍ଗରେ ଏପରି କହିଲେ ସୁଦର୍ଶନ ପଟ୍ଟନାୟକ…

ପୁରୀ: ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇସାରିଛି । ସରକାରଙ୍କ ତରଫରୁ ଗଠିତ ତଦାରଖ କମିଟି ତାର କୌଣସି ରିପୋର୍ଟ ପରେ ହିଁ…

‘ଛାଭା’ର ଟିଜର ଦେଖି ଭୁରି ଭୁରି ପ୍ରଶଂସା କରୁଛନ୍ତି ଦର୍ଶକ, ବକ୍ସ ଅଫିସରେ ଧମକା କରିବ ଫିଲ୍ମ

ମୁମ୍ବାଇ: ବିକି କୌଶଲଙ୍କ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ବ୍ୟାଡ ନ୍ୟୁଜ'ରେ ତୃପ୍ତି ଡିମରି ଏବଂ ଏମି ଭିର୍କଙ୍କ ସହ ଦେଖିବାକୁ ମିଳିଛି। ତାଙ୍କ ଚଳଚ୍ଚିତ୍ର ଦର୍ଶକଙ୍କ ପକ୍ଷରୁ ଭଲ ପ୍ରତିକ୍ରିୟା ପାଇଛି। ଯଦିଓ ଫିଲ୍ମକୁ ନେଇ ବହୁତ ଗୁଜବ ଥିଲା। ବର୍ତ୍ତମାନ ବିକି କୌଶଲ ତାଙ୍କର ଆଗାମୀ…

ସିଂହଦ୍ୱାର ସମ୍ମୁଖରେ ନିର୍ମାଣଧିନ ସୂଚନା କେନ୍ଦ୍ରକୁ ବିରୋଧ

ପୁରୀ: ସିଂହଦ୍ୱାର ସମ୍ମୁଖରେ ନିର୍ମାଣଧିନ ସୂଚନା କେନ୍ଦ୍ରକୁ ବିରୋଧ । ସିଂହଦ୍ୱାର ସମ୍ମୁଖରେ ସୂଚନା କେନ୍ଦ୍ର ରହିଲେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେବ ବୋଲି ଅଭିଯୋଗ ଆଣିଛନ୍ତି ସୂଚନାଧିକାରକର୍ମୀ ଦିଲୀପ ବରାଳ । ଶ୍ରୀମନ୍ଦିର ଚୌହଦୀ ର ୧୦୦ ମିଟର ଭିତରେ କୌଣସି ନିର୍ମାଣ ପାଇଁ ଏଏସଆଇ…

ଜମ୍ମୁ-କାଶ୍ମୀରର ନୂଆ ଡିଜିପି ଭାବେ ନଳିନ ପ୍ରଭାତ ନିଯୁକ୍ତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ନୂତନ ଡିଜିପି ଭାବେ ନିଯୁକ୍ତ ହେଲେ ନଳିନ ପ୍ରଭାତ। ଅକ୍ଟୋବର ୧ ତାରିଖରୁ ଜମ୍ମୁ-କାଶ୍ମୀରର ନୂତନ ଡିଜିପି ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିବେ। ସୂଚନା ଅନୁଯାୟୀ ୧୯୯୨ର ଆଇପିଏସ୍ ଅଧିକାରୀ ନଳିନ ପ୍ରଭାତଙ୍କୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ…

ମହାପ୍ରଭୁ ପଡିଯିବା ଘଟଣା: ‘ନିର୍ଦ୍ଦିଷ୍ଟ ସେବାୟତଙ୍କୁ ଦିଆଯାଉଛି ସୁରକ୍ଷା’

ପୁରୀ: ଗୋଟେ ପଟେ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ତଦନ୍ତ କମିଟି ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତର କରିସାରିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ ତଥା ପ୍ରତିହାରୀ ନିଯୋଗ ମାଧବ ମହାପାତ୍ର ।…