ଫେରିବେ ‘ଏଂଗ୍ରି ୟଙ୍ଗମ୍ୟାନ’ର ସ୍ରଷ୍ଟା
ନୂଆଦିଲ୍ଲୀ: ସଲିମ-ଜାଭେଦ । ହିନ୍ଦୀ ସିନେମାରେ ସଫଳ ଓ ଲୋକପ୍ରିୟ ସ୍କ୍ରିନ ରାଇଟର୍ ଯୋଡି । କାହାଣୀ ଓ ଚିତ୍ରନାଟ୍ୟ ଜରିଆରେ ସତୁରୀ ଦଶକରେ ହିନ୍ଦୀ ସିନେମାରେ ଆଣିଥିଲେ ବୈପ୍ଲବିକ ପରିବର୍ତ୍ତନ । ହିନ୍ଦୀ ସିନେମାର ଧାରା ବଦଳାଇ ଥିଲେ ସଲିମ-ଜାଭେଦ୍। ହିନ୍ଦୀ ସିନେମାରେ ‘ଏଂଗ୍ରି…