Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ଟି୨୦ ସିରିଜ: ବାକିଥିବା ୩ଟି ମ୍ୟାଚରେ ଖେଳିବେନି ଏହି ଷ୍ଟାର ବୋଲର

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି । ପ୍ରଥମ ମ୍ୟାଚ ବାତିଲ ହେବା ପରେ ଦ୍ୱିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ରହିଛି । ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆକୁ ନାକେଦମ କରିଥିବା ଜୋଶ ହାଜେଲଉଡ ବାକି ୩ଟି ମ୍ୟାଚରେ…

China Gives Iran Missile Boost: ଗର୍ଜୁଛନ୍ତି ଟ୍ରମ୍ପ, ନାକ ତଳେ ଚାଲିଛି ଚୀନ-ଇରାନ ଦୋସ୍ତି

ନୂଆଦିଲ୍ଲୀ: ଏପଟେ ଗର୍ଜୁଛନ୍ତି ଟ୍ରମ୍ପ...ପରମାଣୁ ରାଷ୍ଟ୍ର ହୋଇପାରିବନି ଇରାନ...ସେପଟେ ନାକ ତଳେ ବନ୍ଧୁତା ନିଭାଉଛି ଚୀନ...ଏପଟେ ଟ୍ରମ୍ପଙ୍କ ହାତରେ ହାତ ମିଳେଇ...ଅନ୍ୟ ହାତରେ ଇରାନକୁ ଯୋଗାଉଛି ଯୁଦ୍ଧାସ୍ତ୍ର... ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି…

କାମରୁ ଫେରିବା ବେଳେ ସୋନପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଟକ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ଏକ କଲେଜ କ୍ୟାମ୍ପସ ପଛରେ ଜଣେ ଯୁବତୀଙ୍କୁ ତିନି ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ବୀରମହାରାଜପୁର ଥାନା ଅଧୀନ ଧର୍ମଶାଳା ଅଞ୍ଚଳରେ ମହିଳା ଜଣକ କାମ ସାରି ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା।…

Men’s Junior Hockey World Cup: ପାକିସ୍ତାନ ସ୍ଥାନରେ ସାମିଲ ହେଲା ଓମାନ

ନୂଆଦିଲ୍ଲୀ: ୨୮ ନଭେମ୍ବରରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଏବଂ ମାଦୁରାଇରେ ଅନୁଷ୍ଠିତ ହେବ FIH ପୁରୁଷ ଜୁନିଅର ବିଶ୍ୱକପ୍ । ତେବେ ଏହି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ଓହରିଯିବା ପରେ ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ନିଶ୍ଚିତ କରିଛି ଯେ FIH ପୁରୁଷ ଜୁନିୟର ବିଶ୍ୱକପରେ…

Eradicate extreme poverty: ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହେଲା ଭାରତର ଏହି ରାଜ୍ୟ…ଜାଣନ୍ତୁ କେଉଁ ଯୋଜନା ଏହା…

ଥିରୁଅନନ୍ତପୁରମ୍: ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ସବୁଜିମା ରାଜ୍ୟ କେରଳ । ଅତ୍ୟନ୍ତ ଦାରିଦ୍ର୍ୟ ଦୂରୀକରଣ କରିବାରେ ଭାରତର ପ୍ରଥମ ରାଜ୍ୟ ହୋଇଛି । ରାଜ୍ୟର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର ରାଜ୍ୟ ବିଧାନସଭାରେ ଏହା ଘୋଷଣା କରିଛନ୍ତି। କେରଳ 'ପିରାଭି' ବା…

ଶ୍ରୀକାକୁଲମ ମନ୍ଦିରରେ ଦଳାଚକଟା; ୧୦ ଭକ୍ତ ମୃତ, ବହୁ ଆହତ

ହାଇଦ୍ରାବାଦ: ଏକାଦଶୀ ଅବସରରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଥିବା କାଶିବୁଗାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। କିନ୍ତୁ ଏହି ସମୟରେ ଦଳାଚକଟା ଘଟଣାରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣାକୁ ନେଇ…

ବିସିସିଆଇର ବଡ଼ ସୂଚନା, ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ…

ନୂଆଦିଲ୍ଲୀ: ଭାରତୀୟ ଉପ-ଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ନେଇ ଶନିବାର ଦିନ ବିସିସିଆଇ ସୂଚନା ଦେଇଛି। ଅକ୍ଟୋବର ୨୫ ତାରିଖରେ ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ ସମୟରେ ସେ ଆହତ ହୋଇଥିଲେ।ଯାହାଫଳରେ ସେ ଗତ ଏକ ସପ୍ତାହ ଧରି ସିଡନୀର ଏକ ହସ୍ପିଟାଲରେ…

Air Quality: ରାଜଧାନୀରେ ହ୍ରାସ ପାଇଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା (AQI) ରେ ଉନ୍ନତି ଆସିଛି, ଯାହା ପୂର୍ବ ଦିନ ୩୭୩ରୁ ହ୍ରାସ ପାଇ ୨୧୮ ହୋଇଛି। ବିଶେଷଜ୍ଞମାନେ ଏହି ପରିବର୍ତ୍ତନକୁ ବର୍ଷା ଏବଂ NCRରେ ପବନର ବେଗ ବୃଦ୍ଧିକୁ ଦାୟୀ କରିଛନ୍ତି। ପାଣିପାଗ ବିଭାଗ ଶନିବାର ହାଲୁକା କୁହୁଡ଼ି…

ଉଡ଼ାଣ ପୂର୍ବରୁ ଷ୍ଟାର୍ ଏୟାରର ବିମାନରେ ଯାନ୍ତ୍ରିକ ତ୍ରୁଟି, ଝାରସୁଗୁଡା ବିମାନ ବନ୍ଦରରେ କଲା ଏମରଜନ୍ସି…

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଉଡ଼ାଣ ଭରିବା ପୂର୍ବରୁ ଟଳିଲା ବଡ଼ ଦୁର୍ଘଟଣା । ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ବର ବିମାନ ବନ୍ଦର ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଷ୍ଟାର୍ ଏୟାରର ବିମାନ ଏସ୍ -୫୨୨୯ରେ ଦେଖାଦେଇଥିଲା ଯାନ୍ତ୍ରିକ…

Pitavas Murder Case: ପୀତବାସ ହତ୍ୟା: ବ୍ରହ୍ମପୁର ଏସ୍‌ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା

କଟକ: ବ୍ରହ୍ମପୁର ଏସ୍‌ପି ଡାକ୍ତର ସରଭଣା ବିବେକ ଏମ୍‌ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା ହୋଇଛନ୍ତି। ଘଟଣାର ପର୍ଦ୍ଦାଫାସ୍ ବେଳେ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅଡୁଆରେ ଏସ୍‌ପି।…