ଅକ୍ଷରଭୂମିରୁ ବିକୃତ ଅକ୍ଷର ହଟାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୯ ଭାଷାପ୍ରେମୀ
ଭୁବନେଶ୍ବର: ଓଡ଼ିଶାର ନଅ ଜଣ ଲେଖକ ବୁଦ୍ଧିଜୀବୀ ଓ ଭାଷାପ୍ରେମୀ 'ନବଗୁଞ୍ଜର' ଅନୁଷ୍ଠାନ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ଭୁବନେଶ୍ବରର ଅକ୍ଷର ଭୂମିରୁ ଗୋଟିଏ ତ୍ରୁଟିପୂର୍ଣ୍ଣ ଅକ୍ଷର ତୁରନ୍ତ ହଟାଇବା ପାଇଁ ନିବେଦନ କରିଛନ୍ତି।
ଏହି ଅକ୍ଷର ଭୂମି…