ସ୍ୱର୍ଣ୍ଣ ପଦକ ଜିତିବା ପରେ ଇମାନେ ଖେଲୀଫ କହିଲେ, ମୁଁ ଜନ୍ମରୁ ମହିଳା
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଆଲଜେରିଆର ମହିଳା ବକ୍ସର ଇମାନେ ଖେଳୀଫଙ୍କୁ ନେଇ ବିବାଦ ଉପୁଜିଥିଲା । ଗତ ବର୍ଷ ଲୈଙ୍ଗିକ ଯାଂଚରେ ବିଫଳ ହୋଇଥିଲେ ମଧ୍ୟ ଏଥର ତାଙ୍କୁ ଅଲିମ୍ପିକ୍ସରେ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା । ଏବେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ମୁଁ ଜନ୍ମରୁ ମହିଳା…