ଅନାଥ ଅମନ : ଛତ୍ରଶାଲ ଷ୍ଟାଡିୟମରୁ ଅଲିମ୍ପିକ୍ସ ପୋଡିୟମ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ କୁସ୍ତିରେ ଭିନେଶ ଫୋଗାଟ ଅଯୋଗ୍ୟ ଘୋଷଣା ହେବା ପରେ ନିରାଶ କ୍ରୀଡାପ୍ରେମୀଙ୍କ ମୁହଁରେ ହସ ଫୁଟାଇଛନ୍ତି ଭାରତର ରେସଲିଂ ସେନସେସନ ଅମନ ଶେରାୱତ । ନିଜର ଅଲିମ୍ପିକ୍ସ ପଦାର୍ପଣରେ ହିଁ ଜିତିଛନ୍ତି ପଦକ । ପୁଏର୍ତ୍ତୋରିକୋର ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେଇ…