ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କ ପାଇଁ ନୂତନ ଆବାସିକ ଗୃହ ଉଦଘାଟିତ
ପୁରୀ: ପୁରୀ ନରେନ୍ଦ୍ର କୋଣ ସ୍ଥିତ ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କ ନିମନ୍ତେ ବହୁତଳ ଆବାସିକ ଗୃହର ଉଦଘାଟନ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା । ଏହି ବହୁତଳ ବିଶିଷ୍ଟ ଆବାସିକ ଗୃହ ଟି ଅନ୍ତେବାସୀ ମାନଙ୍କୁ ସୁରକ୍ଷା ଓ ଆନନ୍ଦ ଦେବା ସହ ସେମାନଙ୍କୁ…