Latest Odisha News

BREAKING NEWS

ମନୀଷ ସିସୋଦିୟାଙ୍କୁ ମିଳିଲାନି ଆଶ୍ବସ୍ତି; ଅଗଷ୍ଟ ୧୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିୟାଙ୍କୁ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଠାରୁ ଝଟକା ମିଳିଛି । ଦିଲ୍ଲୀ ମଦ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅର୍ଥ ହେରଫେର ମାମଲାରେ ଆପ୍ ନେତାଙ୍କ ଜାମିନ ଆବେଦନ ଶୁଣାଣିକୁ ସୁପ୍ରିମକୋର୍ଟ ଆଉ ଏକ…

ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲେ; ଚିକେନ ଖାଇଲେ, ଯିଏ ଯାହା ପାରିଲେ ଲୁଟି ନେଲେ… 

ଢାକା: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟ ବିକ୍ଷୋଭକାରୀଙ୍କ ମନ ଶାନ୍ତି ହୋଇନାହିଁ। ପ୍ରଧାନମନ୍ତ୍ରୀ ଦେଶ ଛାଡିବା ମାତ୍ରେ ହଜାର ହଜାର ବିକ୍ଷୋଭକାରୀ ତାଙ୍କ ସରକାରୀ ବାସଭବନରେ ପ୍ରବେଶ କରିବା ସହ ଭଙ୍ଗାରୁଜା ମଧ୍ଯ କରିଛନ୍ତି। ବିକ୍ଷୋଭକାରୀମାନେ…

ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଘରୋଇକରଣ ନିଷ୍ପତ୍ତି ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଭୁବନେଶ୍ୱର ବିମାନ ବନ୍ଦରକୁ ଘରୋଇକରଣ କରାଯିବା ଉଦ୍ୟମକୁ କଟୁ ସମାଲୋଚନା କରିଛି ବିଜେଡି । ଭୁବନେଶ୍ୱର ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି ବିରୋଧି ବିଜେଡି । ଭୁବନେଶ୍ୱର ବିମାନ ବନ୍ଦର…

ବାଂଲାଦେଶ ହିଂସା: ବନ୍ଦ ହେଲା ରେଳ ଓ ବିମାନ ସେବା

ନୂଆଦିଲ୍ଲୀ: ଧିରେ ଧିରେ ବିଗିଡିବାରେ ଲାଗିଛି ବାଂଲାଦେଶ ସ୍ଥିତି । ବ୍ୟାପକ ହିଂସା ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ଭାରତ ପହଞ୍ଚିଛନ୍ତି ଶେଖ ହାସିନା । ସ୍ଥିତିକୁ ଦେଖି ଏହାରି ଭିତରେ ଭାରତରୁ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ଏବଂ ବିମାନ ସେବାକୁ ସ୍ଥଗିତ ରଖିଛନ୍ତି…

ଶୁଟିଂରେ ମଧ୍ୟ ହାତଛଡା ହେଲା ଆଉ ଏକ ବ୍ରୋଞ୍ଜ, ରେସଲର ନିଶା କ୍ୱାର୍ଟରରେ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ପଦକ ମୁକାବିଲାରେ ପରାଜିତ ହୋଇ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଶୁଟିଂ ସ୍କିଟ ମିକ୍ସଡ ଟିମ ଇଭେଂଟରେ ଭାରତ ଏକ ସୁବର୍ଣ୍ଣ ସୁଯୋଗ ହାତଛଡା କରିଛି । ଅନନ୍ତ ଜିତ ସିଂ ନରୁକ୍କା ଓ ମହେଶ୍ୱରୀ…

ତୃତୀୟ ଦିନରେ ୫ ହଜାର ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋମବାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ । ସମୁଦାୟ ୨୪୦୩ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ପ୍ରାୟ ୫ ହଜାରରୁ ଅଧିକ ଲୋକ…

ୟୁପିଏସସି ବିରୋଧରେ କୋର୍ଟଙ୍କ ଦ୍ବାରସ୍ତ ହେଲେ ପୂଜା ଖେଡକର 

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଟ୍ରେନି ପୂଜା ଖେଡକର ଏବେ ୟୁପିଏସସିର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ୟୁପିଏସସିର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୂଜା ଖେଡକର ହାଇକୋର୍ଟରେ ଏକ ପିଟିସନ ମଧ୍ଯ ଦାଖଲ କରିଛନ୍ତି। ଗତ ସପ୍ତାହରେ, ମହାରାଷ୍ଟ୍ର…

କେବଳ ଏଥର ନୁହେଁ, ୟା ପୂର୍ବରୁ ମଧ୍ୟ ଭାରତର ଶରଣ ପଶିଥିଲେ ଶେଖ୍ ହାସିନା

ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ବାଂଲାଦେଶ ହିଂସା । ପରିସ୍ଥିତି ଏପରି ଯେ, ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା । ଏଥିସହ ବାଂଲାଦେଶ ଛାଡି ସେ ଭାରତ ପଳାଇଆସିଛନ୍ତି । ତେବେ ଏଇଟା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ୧୯୭୫ ମସିହାରେ ଭାରତର ଶରଣ ପଶିଥିଲେ ଶେଖ…

ପଦକ ହାସଲରେ ଲକ୍ଷ୍ୟଚ୍ୟୁତ ହେଲେ ସେନ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପୁରୁଷ ବ୍ୟାଡମିଂଟନରେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଛି । ଲକ୍ଷ୍ୟ ସେନ ସୋମବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ ମାଲେସିଆର ଜି ଜିଆଙ୍କ ନିକଟରୁ ୨୧-୧୨, ୧୬-୨୧ ଓ ୧୧-୨୧ରେ ପରାଜିତ ହୋଇଥିଲେ । ପ୍ରଥମ ଗେମରେ ସହଜ ବିଜୟ ହାସଲ କରିବା ପରେ…

ମୂଷାଙ୍କୁ ନେଇ ଚିନ୍ତିତ କି? ତେବେ କରନ୍ତୁ ଏହି କାମ

ଭୁବନେଶ୍ଵର: ପ୍ରତ୍ୟକ ଲୋକଙ୍କ ଘରେ ମୂଷାଙ୍କ ପାଦୁର୍ଭାବ ଏକ ସାଧାରଣ ସମସ୍ୟା । ଘରକୁ ମୂଷା ଆସିବା ପରେ ଲୋକମାନେ ସେମାନଙ୍କୁ ଘରୁ କିପରି ବାହାର କରିବେ ସେ ନେଇ ଚିନ୍ତାରେ ପଡ଼ି ଯାଆନ୍ତି। କାରଣ ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରି ଦେଇଥାନ୍ତି । ଏହା ସହ ସେମାନଙ୍କଠାରୁ ଆସୁଥିବା…