Latest Odisha News

BREAKING NEWS

ବାଂଲାଦେଶ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ଯା

ଢାକା: ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ଜାରିଥିବା ହିଂସା ଉଗ୍ର ରୂପ ନେଉଛି। ଗତ ସପ୍ତାହରେ ହିଂସା ମଧ୍ୟରେ ୯୮ ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୦୦ରୁ ଅଧିକ ହେଲାଣି। ହିଂସା ଉପରେ ନିୟନ୍ତ୍ରଣ ପାଇଁ ସରକାର ଦେଶରେ ୪ ଅଗଷ୍ଟ ସଂଧ୍ୟା ୬ରୁ…

କୋଚିଂ ସେଣ୍ଟରକୁ କାହିଁକି ‘ଡେଥ୍ ଚାମ୍ବର’ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୩ ସିଭିଲ ସର୍ଭିସ ଆଶାୟୀଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏ ସମ୍ପର୍କିତ ଶୁଣାଣି ସମୟରେ କୋର୍ଟ କୋଚିଂ ସେଣ୍ଟରଗୁଡିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ସେମାନଙ୍କୁ 'ମୃତ୍ୟୁ ଚାମ୍ବର' ବୋଲି କହିଛନ୍ତି।…

ମୃତ୍ୟୁ ମୁଖକୁ ଟାଣି ନିଏ ଏହି ଖାଦ୍ୟ, ତଥାପି ଆନନ୍ଦରେ ଖାଆନ୍ତି ଲୋକେ

ନୂଆଦିଲ୍ଲୀ: ଆପଣ ସମଗ୍ର ବିଶ୍ୱରେ ଏହିପରି ଅନେକ ଖାଦ୍ୟ ପାଇବେ, ଯାହାକୁ ଲୋକମାନେ ଅତି ଆନନ୍ଦର ସହିତ ଖାଆନ୍ତି। ଏଥିମଧ୍ୟରୁ କେତେକ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ କେତେକ ବିଷାକ୍ତ ମଧ୍ୟ ହୋଇଥାଏ। ଏଗୁଡିକ ଖାଇବା ଦ୍ୱାରା ଧିରେ ଧିରେ ମୃତ୍ୟୁର ନିକଟତର ହୋଇଯାଏ ବ୍ୟକ୍ତି । ଏହା ଜାଣବା ପରେ ବି…

ଅଲିମ୍ପିିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ ମନୁ

ପ୍ୟାରିସ: ଷ୍ଟାର ମହିଳା ଶୁଟର ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ଅଧିକାରୀଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ମନୁୂ ୨ଟି ବ୍ରୋଞ୍ଜ ପଦକ ଜିତି ଭାରତକୁ ଗୌରବନ୍ୱିତ କରିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଓ…

ଚାହିଦା ପୂରଣ କରିପାରିଲାନି ୟୁପି, ଏବେ ଓଡିଶାକୁ ପଞ୍ଜାବ ଲୋଡା

ଭୁବନେଶ୍ବର: ଆଳୁକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଏହାରି ଭିତରେ ରାଜ୍ୟକୁ ଆଳୁ ଯୋଗାଉଥିବା ପଶ୍ଚିମବଙ୍ଗ ସରକାରଙ୍କ ମନମାନି ଯୋଗୁଁ, ଆଳୁ ଆଣିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଭରସା କରିଥିଲା ଓଡିଶା । ହେଲେ ଯାହା ଲାଗୁଛି ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ…

ପୁରୁଷ ୧୦୦ ମିଟର ରେସ ଜିିତିଲେ ଆମେରିକାର ଲାୟଲ୍ସ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଆମେରିକାର ଆଥଲେଟ ନୋଆ ଲାୟଲ୍ସ ପୁରୁଷ ୧୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଲାୟଲ୍ସ ଜାମାଇକାର କିଶାନ ଥମ୍ପସନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଆମେରିକାର ଫ୍ରେଡ କର୍ଲି ବ୍ରୋଞ୍ଜ ପଦକ ଜିତିଛନ୍ତି । ଟୋକିଓ…

ନିଜ ମାଆ ରବୀନାଙ୍କୁ ପଛରେ ପକେଇ ଦେଲେ ଝିଅ ରାଶା, ନୂଆ ଲୁକ୍ ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନି ସୋସିଆଲ ମିଡିଆରେ ଖୁବ ସକ୍ରିୟ। ବର୍ତ୍ତମାନ ରାଶାଙ୍କ ନୂଆ ଲୁକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫୋଟ ଭାଇରାଲ ହେବା ମାତ୍ରେ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇପାରିଛି। ପ୍ରଶଂସକମାନେ ରାଶାଙ୍କ ନୂଆ ଲୁକକୁ ବହୁତ ପସନ୍ଦ…

ଫ୍ଲାଟରେ ମାରିଥିଲେ ପାକିସ୍ତାନ ସମର୍ଥନ ପୋଷ୍ଟର, ବାନ୍ଧିଲା ପୋଲିସ୍

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ବ୍ୟକ୍ତି ଫ୍ଲାଟ ଭିତରେ ପାକିସ୍ତାନ ସମର୍ଥନରେ ମାରିଥିଲେ ପୋଷ୍ଟର । ବାନ୍ଧିଲା ପୋଲିସ୍ ।  ପାକିସ୍ତାନ ସନ୍ଦିଗ୍ଧ ସନ୍ଦେହ କରି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସ୍ । ତେବେ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିଲ୍ଲୀ ପୋଲିସ୍ ଏକ…

ସେୟାର ମାର୍କେଟରେ ଝଡ଼, ଖସିଲା ସେନସେକ୍ସ

ମୁମ୍ବାଇ: ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି। ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ। ସେନସେକ୍ସ ୧୬୨୭ ପଏଣ୍ଟ ସହ ୨.୦୧% ଖସି ୭୯ ହଜାର ୩୫୪ରେ ପହଞ୍ଚିଛି। ସେହିପରି…

ଖଣି ଖନନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ବିଲ୍ ପାରିତ କଲେ ଝାଡଖଣ୍ଡ ସରକାର, ଲାଗୁ କରିବ କି ଓଡିଶା?…

ଭୁବନେଶ୍ବର: ଗତ ଶୁକ୍ରବାର ଝାଡଖଣ୍ଡ ବିଧାନସଭାରେ ପାରିତ ହୋଇଛି ଖଣି ଖନନ ସଂପର୍କିତ ବିଲ୍ । ଯେଉଁଥିରେ ରାଜସ୍ବ ବଢାଇବା ପାଇଁ ଝାଡଖଣ୍ଡ ସରକାର ଖଣି ଖନନ ଉପରେ ଉପକର ଲଗାଇବା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି । ତେବେ ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ଖଣି ଖନନ ନେଇ ଏକ ବଡ ଘୋଷଣା…