୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ, ସ୍ଥିର ଅଛି ଜଳସ୍ତର
ସମ୍ବଲପୁର: ସ୍ଥିର ଅଛି ଜଳସ୍ତର। ହୀରାକୁଦରେ ୧୪ଟି ଗେଟ ଖୋଲିବାରୁ ଜଳସ୍ତର ବଢିଛି। କାରଣ ଆମେ ଜଳଭଣ୍ଡାରକୁ ୬୧୦ ଫୁଟ ଯାଏଁ ରଖିବାକୁ ଚେଷ୍ଟା କରିଛୁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।
୧୪ଟି ସ୍ବିସ ଗେଟରେ ବନ୍ୟା ଜଳ ନିଷ୍କାସନ ହେଉଛି।…