Latest Odisha News

BREAKING NEWS

ଗ୍ରାହକଙ୍କ ପାଇଁ ଖୁସିଖବର: BSNL ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିଖବର। ନୂଆବର୍ଷରେ BSNLର ନୂଆ ଅଫର୍। ସାରା ଦେଶରେ ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍। ଏହି ଉନ୍ନତ ସେବା ଏବେ ଦେଶର ସମସ୍ତ ଦୂରସଞ୍ଚାର ସର୍କଲର ସବୁ ବିଏସଏନଏଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଚ୍ୟାଲେଞ୍ଜିଂ ସ୍ଥିତିରେ ଅବାଧ ଓ ଉଚ୍ଚଗୁଣବତ୍ତା ସମ୍ପନ୍ନ…

ନୂଆ ବର୍ଷ ପାଳନ ହେଲା କାଳ, ବିସ୍ଫୋରଣ ନେଲା ୪୦ ଜୀବନ

ନୂଆଦିଲ୍ଲୀ: ମନେ ପକାଇଦେଲା ଗୋଆ ନାଇଟ୍ କ୍ଲବ୍ ବିସ୍ଫୋରଣ। ନୂଆ ବର୍ଷ ପାଳନ କରିବା ହେଲା କାଳ। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍‌ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ…

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ରୋକିବାକୁ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆ ପାଇଁ ତତପରତା ଦେଖାଇଛନ୍ତି ରାଜ୍ୟ ସରକାର । କୋଟିଆରେ ହେଉଥିବା ସମସ୍ତ ବିକାଶ କାର୍ଯ୍ୟର ତଦାରଖ କରିବାକୁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲା କୋଟିଆକୁ ନିଜର ଦର୍ଶାଇ ଆନ୍ଧ୍ର ପ୍ରଦେଶ…

ବିଶ୍ୱର ଏହି ସହରକୁ ‘ପାପ’ର ନଗରୀ କୁହାଯାଉଥିଲା, ଲୋକଙ୍କୁ ମିଳୁନଥିଲା କୌଣସି ‘ଦଣ୍ଡ’..

ନୂଆଦିଲ୍ଲୀ: ଆଜି ଯେତେବେଳେ "ପାପର ସହର" ଶବ୍ଦଟି ମନକୁ ଆସେ, ସର୍ବପ୍ରଥମେର ଲାସ୍ ଭେଗାସ୍ ନାମଟି ମନେ ପଡ଼େ। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଲାସ୍ ଭେଗାସ୍ ପୂର୍ବରୁ ଶହ ଶହ ବର୍ଷ ପୂର୍ବେ, ବିଶ୍ୱରେ ଆଉ ଏକ ସହର ଥିଲା ଯାହାକୁ ଆହୁରି କୁଖ୍ୟାତ ବୋଲି ବିବେଚନା କରାଯାଉଥିଲା। ସେହି ସହର…

ନୂଆବର୍ଷରେ କଟକରେ ବୋମା ମାଡ଼…

କଟକ: କଟକ ବାଙ୍କି ଅଞ୍ଚଳର ତାଳବସ୍ତା ଗାଁରେ ଏକ ଘର ଉପରେ ବୋମା ମାଡ଼ ପରେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ। କିଛି ଦୁର୍ବୃତ୍ତମାନେ ଚିନ୍ତାମଣି ବେହେରାଙ୍କ ଘର ଉପରେ ବୋମା ଫିଙ୍ଗି ପଳାଇ ଥିଲେ। ଘରର ସଦସ୍ୟ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲା ବେଳେ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଥିବା…

ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ନେତାଙ୍କ ଅପମାନ, “ନୋ ବ୍ୟାନର ଜୋନ୍” ଫଳକ ସ୍ଥାପିତ କରିବା ପାଇଁ…

ଭୁବନେଶ୍ଵର: ଆଜି ଓଡ଼ିଶା ପ୍ରଦେଶ ରାଜଧାନୀ ଭୁବନେଶ୍ଵରର ଝାରପଡ଼ା ଛକ ଉପରେ ଅବସ୍ଥିତ ଦେଶର ଗରିମାମୟ ଜାତୀୟ ପ୍ରତୀକ ‘ଅଶୋକ ସ୍ତମ୍ଭ’କୁ ଘେରି ଅନେକ ନେତାଙ୍କ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି। ଫଳରେ ଜାତୀୟ ଚିହ୍ନଟି ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଛି, ଯାହା ଗଭୀର କ୍ଷୋଭ ଓ…

Pralay Missile: ଓଡ଼ିଶାରେ ଭାରତର ‘ପ୍ରଳୟ’, ଧଡ୍ ଧଡ୍ ଶତ୍ରୁଙ୍କ ଛାତି

ନୂଆଦିଲ୍ଲୀ: ଶତ୍ରୁଙ୍କ ଉପରେ ବର୍ଷିବ 'ପ୍ରଳୟ' ଓଡ଼ିଶା ମାଟିରୁ ନୂଆବର୍ଷରେ ଶତ୍ରୁଙ୍କୁ ଭାରତର ଭେଟି ଶକ୍ତି ଦେଖି ଛାନିଆ ଚୀନ୍ ଏବଂ ପାକିସ୍ତାନ ଡିଆରଡିଓ ଓଡ଼ିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍ କ୍ଷେପଣ କରିଛି,…

ଘନ କୁହୁଡି ପାଇଁ ୫ ବିମାନର ଦିଗ ପରିବର୍ତ୍ତନ

ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ଘନ କୁହୁଡ଼ିରେ ଘୋଡ଼ାଇ ହୋଇପଡିଥିଲା ରାଜଧାନୀ। ଯାହା ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଆଉ ଏଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିମାନବନ୍ଦର ଅଧିକାରୀଙ୍କ…

Air India Pilot Detained: ବିମାନ ଉଡ଼ାଣ ପୂର୍ବରୁ ପାଇଲଟ୍ ମଦ୍ୟପାନ କରି ଧରାପଡିଲେ,ଆଉ ତା’ପରେ…

ନୂଆଦିଲ୍ଲୀ:କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଥିଲା। ଡିସେମ୍ବର ୨୩, ୨୦୨୫ରେ ଭାନକୁଭରରୁ ଦିଲ୍ଲୀ ଯିବାକୁ ଥିବା ଏୟାର ଇଣ୍ଡିଆ ପାଇଲଟଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏୟାର ଇଣ୍ଡିଆ ଅନୁଯାୟୀ,…