Latest Odisha News

BREAKING NEWS

Hydrogen Bus: ଓଡ଼ିଶାକୁ ମିଳିବ ଆଉ ୪୦୦ ଇ-ବସ୍, ରାସ୍ତାରେ ଗଡ଼ିବ ହାଇଡ୍ରୋଜେନ୍ ବସ୍

ଭୁବନେଶ୍ୱର: ଓଡ଼ିଶାର ସହରୀ ପରିବହନ ବ୍ୟବସ୍ଥା ଆହୁରି ଅଧିକ ଆଧୁନିକ ଓ ପରିବେଶ ଅନୁକୂଳ ହେବାକୁ ଯାଉଛି। ରାଜ୍ୟର ୫ଟି ପ୍ରମୁଖ ସହରରେ ୪୦୦ରୁ ଅଧିକ ନୂଆ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ। ଏହା ସହିତ ପ୍ରଥମ ଥର ପାଇଁ ୩ଟି ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ବସ୍ ମଧ୍ୟ ଚଳାଚଳ କରିବାକୁ ଯୋଜନା…

ରାହୁଲ ଗାନ୍ଧୀଙ୍କ ୫୬ତମ ଜନ୍ମଦିନ: ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ତାଙ୍କର 56 ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କଂଗ୍ରେସ ନେତାଙ୍କ ପାଇଁ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ…

ଗଦି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କଟକ: ସାଲେପୁର ରାସ୍ତା ପଦମପୁର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଏକ ଗଦି ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିବା ପରେ ଦେଖାଦେଇଥିଲା ଆତଙ୍କ। ନିଆଁ ଏତେ ଭୟଙ୍କର ଥିଲା ଯେ, ମୁହୂର୍ତ୍ତକ ମଧ୍ୟରେ ସମଗ୍ର ଫ୍ୟାକ୍ଟ୍ରି ଜଳିଗଲା। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ। କଟକ ପଦ୍ମପୁରଠାରେ ଥିବା…

RI Exam Postponed: ଘୁଞ୍ଚିଲା ଆରଆଇ ପରୀକ୍ଷା;ଏହ ଦିନ ହେବ…

ଭୁବନେଶ୍ବର:ଓଡ଼ିଶା ଅଧିନସ୍ତ କର୍ମଚାରୀ ଚୟନ ଆୟୋଗ (OSSSC)ପକ୍ଷରୁ ଆୟୋଜିତ ହେବାକୁ ଥିବା ଆରଆଇ ପରୀକ୍ଷା ଘୁଞ୍ଚିଲା । ଆସନ୍ତା ଜୁନ୍ ୨୦ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ଏବେ ୨୮ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ରାଜସ୍ବ ନିରିକ୍ଷକ(ଆରଆଇ), ଅତିରିକ୍ତ ରାଜସ୍ବ…

ଅଢେଇ ବର୍ଷ ତଳୁ ନିଖୋଜ ହୋଇଯାଇଥିଲେ ବାପା, ଚପଲକୁ ଦେଖି ଚିହ୍ନିଲା ପୁଅ

ମୟୂରଭଞ୍ଜ:ଅଢେଇ ବର୍ଷ ତଳୁ ନିଖୋଜ ହୋଇଯାଇଥିଲେ ବାପା । ଅଚାନକ ଅଢେଇ ବର୍ଷ ପରେ ଉଦଳା ଥାନା ଶୁଖୁଆସାହି ଗ୍ରାମର ବିଶ୍ଵନାଥ ସିଂ ତାଙ୍କ ନିଖୋଜ ବାପା ଦୁବରାଜ ସିଂଙ୍କୁ ଖୋଜି ଖୋଜି ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ସନ୍ଦେହରେ ଜବତ ଚପଲ ଦେଖାଇଥିଲା । ଚପଲକୁ ଦେଖି ଅଢେଇ ବର୍ଷ ତଳୁ…

Batwara 1947 teaser:ସନ୍ନି ଦେଓଲଙ୍କ ‘ବଟୱାରା 1947’ ଟିଜର ରିଲିଜ

ମୁମ୍ବାଇ: ସନ୍ନି ଦେଓଲଙ୍କ 'ବଟୱାରା ୧୯୪୭' ର ଟିଜର ରିଲିଜ୍ ହୋଇଛି । ଗଦର ୨', 'ଜାଟ୍' ଏବଂ 'ବର୍ଡର ୨' ସଫଳତା ପରେ ସନ୍ନି ଦେଓଲ ପୁଣି ଥରେ ଭାରତ-ପାକିସ୍ତାନ ବିଭାଜନର କାହାଣୀ ସହ ପରଦାରେ ଧମାକା କରିବାକୁ ପ୍ରସ୍ତୁତ । 'ବଟୱାରା ୧୯୪୭'ରେ ଶବାନା ଆଜମୀ, ସନ୍ନି ଦେଓଲ, ପ୍ରୀତି ଜିଣ୍ଟା,…

୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ କଲା ୟୁଏଇ

ନୂଆଦିଲ୍ଲୀ: ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ କଲା ୟୁଏଇ । ଏଭଳି କରିବାରେ ଏହା ପ୍ରଥମ ଆରବ ଦେଶ ହୋଇଛି । ୟୁଏଇ ସରକାର ଗୁରୁବାର ଏକ ନୂଆ ନିୟମ ପାସ୍ କରିଛନ୍ତି । ଏହି ନିୟମ ମାଧ୍ୟମରେ ୧୫ବର୍ଷରୁ କମ୍ ବୟସର ପିଲାମାନେ ଏବେ ନିଜ ପର୍ସନାଲ ସୋସିଆଲ ମିଡ଼ିଆ…

ପୁଣି ମସ୍କୋର ପ୍ରମୁଖ ତୈଳ ବିଶୋଧନାଗାର ଉପରେ ୟୁକ୍ରେନର ବଡ଼ ଧରଣର ଡ୍ରୋନ୍ ଆକ୍ରମଣ

ମସ୍କୋ: ୟୁକ୍ରେନ ସେନା ରୁଷିଆର ରାଜଧାନୀ ମସ୍କୋ ସ୍ଥିତ ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ ପୁଣି ଏକ ବଡ଼ ଧରଣର ଆକ୍ରମଣ କରିଛି । ଏହି ବ୍ୟାପକ ସାମରିକ ଅଭିଯାନ ସମୟରେ ମସ୍କୋର ଦକ୍ଷିଣ-ପୂର୍ବ ଜିଲ୍ଲା କାପୋତନ୍ୟାରେ ଥିବା ତୈଳ ବିଶୋଧନାଗାରକୁ ଏକାଧିକ ଆତ୍ମଘାତୀ ଡ୍ରୋନ୍ ମାଡ କରାଯାଇ ବଡ଼…

ପୃଥକ ପୃଥକ ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ, ୧୦ ଗିରଫ

ବାଲୁଗାଁ: ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗବପଦର ଶିବ ମନ୍ଦିର ପରିସରରେ ଜୁଆ ଖେଳ ଚାଲିଥିବା ବେଳେ ଖବରପାଇ ଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ୬ ଜଣଙ୍କ ମଧ୍ୟରୁ ୨ ଜଣ ଖସି…

Dayal Gangwar Suspend:ବରିଷ୍ଠ IPS ଦୟାଲ ଗଙ୍ଗୱାର ସସ୍‌ପେଣ୍ଡ;ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାର ହେଲେ ସସ୍‌ପେଣ୍ଡ । ସୌମ୍ୟ ହତ୍ୟା ଘଟଣା ପରେ ବିବାଦରେ ଥିବା ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାରଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୌମ୍ୟଙ୍କ ବାପା ଓ ମାଆ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ସହ ମାମଲାରେ…